Featured ଆଞ୍ଚଳିକ ଓଡିଶା ହୀରାକୁଦର ଆଉ ୬ ଗେଟ୍ ଖୋଲିଲା Daily Odisha September 22, 2023 ସମ୍ବଲପୁର/ଭୁବନେଶ୍ୱର : ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଶୁକ୍ରବାର ଅପରାହ୍ନରେ ଖୋଲିଛି । ୬ଟି ଗେଟ୍ ଖୋଲିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବରୁ ୧୬ଟି ଗେଟ୍ ଦଇ ଜଳ ନିଷ୍କାସନ ହେଉଥିଲା । ବର୍ତମାନ ଡ୍ୟାମର ବାମ ପାର୍ଶ୍ୱର ୧୪ ଓ ଡ଼ାହାଣ ପାର୍ଶ୍ୱର ୮ଟି ଗେଟ୍ ଖୋଲା ରହିଛି । ହୀରାକୁଦ ବନ୍ୟାଜଳ ସ୍ତର ୬୨୯.୫୬ ଫୁଟରେ ଅଛି । Continue Reading Previous: ବିରୋଧୀ ଯାହା ପ୍ରଶ୍ନ କରିବେ , ଜବାବ ଦିଆଯିବ : ପ୍ରଶାନ୍ତ ମୁଦୁଲିNext: ବିଧାନସଭାରେ ୨୮,୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ 1 min read Exclusive ଆଞ୍ଚଳିକ ବାଣିଜ୍ୟ ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ April 5, 2026 ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି 1 min read Featured Latest Updates ଓଡିଶା ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି April 5, 2026 ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ Exclusive ଓଡିଶା ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ April 4, 2026