ରାଜନୀତି

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଅପରାଧିକ ମୁଖା ଖୋଲିଲା ବିଜେଡି

ସମ୍ବଲପୁର, ଏପ୍ରିଲ ୨୮ ଜିଲ୍ଲାରେ ଅପରାଧିକ ଷଡଯନ୍ତ୍ର ଠାରୁ ହତ୍ୟା ପର୍ଯ୍ୟନ୍ତ ସବୁ ଅପରାଧ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ବୋଲି ଅଭିଯୋଗ ଆଣିଛି...

କଂଗ୍ରେସ ସରକାରକୁ ଆସିଲେ ୨୦୦ ୟୁନିଟ୍ ବିଜୁଳୀ ମାଗଣା ସାଙ୍ଗକୁ ବେକାର ଯୁବକ ଯୁବତୀ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ

ସାଲେପୁର , 28 ଏପ୍ରିଲ : ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସ ଦଳ ପକ୍ଷରୁ ନିଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରାକ୍ତନ ଅଧ୍ୟକ୍ଷ ରାହୁଳ ଗାନ୍ଧି...

ପ୍ରଧାନମନ୍ତ୍ରୀ ମୋଦି ଆଜି କର୍ଣ୍ଣାଟକରେ 4ଟି ନିର୍ବାଚନୀ ଜନସଭାକୁ କରିବେ ସମ୍ବୋଧିତ

ନୂଆଦିଲ୍ଲୀ, 28 ଏପ୍ରିଲ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ଣ୍ଣାଟକରେ 4ଟି ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ । କର୍ଣ୍ଣାଟକରେ 14ଟି ଲୋକସଭା ସିଟରେ ଦ୍ୱିତୀୟ ପର୍ଯ୍ୟାୟରେ...

ଆଜି ସଂଧ୍ୟା ସାଢେ ପାଂଚଟାରେ ବ୍ରହ୍ମପୁର ସଭାରେ ଯୋଗ ଦେବେ ଜେପି ନଡ୍ଡା

ଭୁବନେଶ୍ୱର, ୨8 ଏପ୍ରିଲ – ଆଜି ସଂଧ୍ୟାରେ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଜେପିର ଜନସଭାରେ ପାର୍ଟୀର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯୋଗ ଦେବେ ।...

ଆଜି ରାହୁଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର, ୨8 ଏପ୍ରିଲ - କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସୁଛନ୍ତି । ଆଜି ସେ  ପୂର୍ବାହ୍ନ ୧୨.୩୦ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟ ଠାରେ...

ଆଠମଲ୍ଲିକରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର ପାଇଁ ଓଡ଼ିଶାରେ ସରକାର ପରିବର୍ତନ ହେବ - ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ/ଭୁବନେଶ୍ୱର, 27 ଏପ୍ରିଲ  - ଏଥର ଆଠମଲ୍ଲିକ,...

ନୂଆପଡା, ଧର୍ମଗଡ ଓ ଜୁନାଗଡରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

ଭୁବନେଶ୍ୱର, 27 ଏପ୍ରିଲ - ପ୍ରଚାରର ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତିକ ପାଣ୍ଡିଆନ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ...

ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ : ଭୁବନେଶ୍ଵରରେ ସର୍ବାଧିକ ୪୪.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼

ଭୁବନେଶ୍ଵର, ୨୭ ଅପ୍ରେଲ- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ୧୧ଟି ସ୍ଥାନରେ ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ...

୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର, 27 ଏପ୍ରିଲ  - ଚତୁର୍ଥ ପର୍ଯ୍ୟାୟରେ ଓଡିଶାର ଆଉ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେଲକୋଇରେ ଫକୀର ମୋହନ...

ବିଧାୟକ ସୁଧୀର ସାମଲ ପ୍ରାର୍ଥୀ ହୋଇ ସାଇକେଲ ବାଂଟୁଥିବାରୁ ତାଙ୍କୁ ଗିରଫ କରାଯାଉ : ବିଜେପି

ଭୁବନେଶ୍ୱର, 27 ଏପ୍ରିଲ  - ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ୱେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ...

ପ୍ରାକ୍ ନିର୍ବାଚନୀ ହିଂସା : କାଉନସିଲରଙ୍କ ଘରେ ପଶି ଆକ୍ରମଣ, ସାନ ଭାଇ ଗୁରୁତର : ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ ଦୁର୍ବୃତ

ଗଞ୍ଜାମ, ୨୭ ଅପ୍ରେଲ - ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସିର ନୂଆଫାସୁଳା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ହିଂସାକାଣ୍ଡ । ୩ରୁ ୪...

ବିଜେଡିର ଅଭିଯୋଗ : ଶବ ଉପରେ ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର

-ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ -ବାଜିରେ ଲାଗିଛି ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଲୋକଙ୍କ ଜୀବନ -ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବେ ଧର୍ମେନ୍ଦ୍ର ?...

ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଲେ ପୂର୍ବତନ ସାଂସଦ, ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ତା. ୨୫.୪- ସାଧ।।ରଣ ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିଛି ଜୋରଦାର ଝଟକା । ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ସମ୍ବଲପୁରର ପୂର୍ବତନ ସାଂସଦ ତଥା ପୂର୍ବତନ...

ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିରୋଧିଙ୍କୁ କଲେ ଟାର୍ଗେଟ

ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ବ୍ରହ୍ମପୁର/ଭୁବନେଶ୍ୱର, 24 ଏପ୍ରିଲ  – ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ...

ମା’ମାନଙ୍କ ନିଷ୍ଠା ଓ ସମର୍ପଣରେ ଏକ ‘ସଶକ୍ତ ଓଡ଼ିଶା’ ଗଠନ ହେଉଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 24 ଏପ୍ରିଲ - ମା'ମାନଙ୍କ ନିଷ୍ଠା ଓ ସମର୍ପଣରେ ଏକ 'ସଶକ୍ତ ଓଡ଼ିଶା' ଗଠନ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସ...