ଓଡିଶା ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Daily Odisha August 15, 2023 ଭୁବନେଶ୍ବର : ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସ (ଟ୍ୱିଟର)ରେ ସେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହି ପବିତ୍ର ଦିବସରେ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଏକ ସମୃଦ୍ଧ ଭାରତଗଠନ ଦିଗରେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । Continue Reading Previous: ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ୧୧୦୦ ମିଟର ତ୍ରିରଙ୍ଗା ପତାକା ପ୍ରଦର୍ଶନ ଶୋଭାଯାତ୍ରାNext: କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରିୟ ୭୭ତମ ସ୍ଵାଧିନତା ଦିବସ ପାଳିତ : ମୁଖ୍ୟଅତିଥି ଭାବେ ଯୋଗଦେଲେ ଜିଲ୍ଲାପାଳ : ସ୍ଵାଧିନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା, ଛାତ୍ରଛାତ୍ରୀ ପୁରସ୍କୃତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି 1 min read Featured Latest Updates ଓଡିଶା ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି April 5, 2026 ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ Exclusive ଓଡିଶା ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ April 4, 2026 ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ 1 min read Featured ଓଡିଶା ରାଜନୀତି ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ April 1, 2026