Featured ଆଞ୍ଚଳିକ ବସ ଦୁର୍ଘଟଣାରେ ୧୦ ଯାତ୍ରୀ ଆହତ Daily Odisha August 20, 2023 ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାରେ ତୀର୍ଥ ଯାତ୍ରୀ ବସକୁ ଅନ୍ୟ ଏକ ତୀର୍ଥ ଯାତ୍ରୀ ବସ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୧୦ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ ୬୦ ଭେଲୋରା ନିକଟରେ ଦୁର୍ଘଟଣା । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । Continue Reading Previous: କାଳୁପଡାଘାଟ ଷ୍ଟେସନରେ ରହିଲା ପ୍ରଶାନ୍ତି ଏକ୍ସପ୍ରେସ : ସମ୍ବିତ ପାତ୍ରଙ୍କ ଉଦ୍ୟମକୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅNext: କଏଦୀ ର ଆତ୍ମହତ୍ୟା ଉଦ୍ୟମ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ 1 min read Banner Featured Latest Updates ରାଜନୀତି ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ November 8, 2025 ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ 1 min read Banner Exclusive Featured Latest Updates ଓଡିଶା ରାଜନୀତି ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ November 3, 2025 ୩୧ମଣ୍ଡପରେ ପୂଜା ପାଇଲେ ମା’ ଗଜଲକ୍ଷ୍ମୀ, ରଙ୍ଗ ବେରଙ୍ଗ ଆଲୋକ ମାଳରେ ଝଲସୁଛି ବିଭିନ୍ନ ମଣ୍ଡପ Banner ଆଞ୍ଚଳିକ ମନୋରଞ୍ଜନ ୩୧ମଣ୍ଡପରେ ପୂଜା ପାଇଲେ ମା’ ଗଜଲକ୍ଷ୍ମୀ, ରଙ୍ଗ ବେରଙ୍ଗ ଆଲୋକ ମାଳରେ ଝଲସୁଛି ବିଭିନ୍ନ ମଣ୍ଡପ October 7, 2025