ସ୍ୱାସ୍ଥ୍ୟ ସୁନ୍ଦରଗଡ଼ରେ ଆଉ ୯ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ Daily Odisha September 29, 2023 ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ବଢିଚାଲିଛି ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୯ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଜିଲ୍ଲାରେ ମୋଟ୍ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି । ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ନେଇ ସିଡିଏମଓ ସୂଚନା ଦେଇଛନ୍ତି । Continue Reading Previous: ହୃଦରୋଗ ଓ ଏହାର ପ୍ରତିରାଧ ନେଇ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନNext: କେରଳ: ନିପା ରୋଗରେ ପୀଡିତ ନଅ ବର୍ଷର ଶିଶୁ ସମେତ ସମସ୍ତ ଚାରିଜଣ ରୋଗୀ ହେଲେ ସୁସ୍ଥ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ରାଜ୍ୟ ବିଧାନସଭା ସମ୍ମୁଖରେ ମିଳିତ ବିରୋଧୀ ଦଳର ବିଶାଳ ଗଣଧାରଣା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବି 1 min read Banner Latest Updates ଓଡିଶା ସ୍ୱାସ୍ଥ୍ୟ ରାଜ୍ୟ ବିଧାନସଭା ସମ୍ମୁଖରେ ମିଳିତ ବିରୋଧୀ ଦଳର ବିଶାଳ ଗଣଧାରଣା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବି March 31, 2026 ମିଳିତ ବିରୋଧୀ ଦଳ ତରଫରୁ ବିଶାଳ ଗଣଧାରଣା 1 min read Banner Latest Updates ଓଡିଶା ସ୍ୱାସ୍ଥ୍ୟ ମିଳିତ ବିରୋଧୀ ଦଳ ତରଫରୁ ବିଶାଳ ଗଣଧାରଣା March 30, 2026 ଦିଲ୍ଲୀରେ ପ୍ରଦୁଷିତ ବାୟୁ ବିପର୍ଯ୍ୟସ୍ତ ,ହାରାହାରି ଏକ୍ୟୁଆଇ 441 1 min read Banner Exclusive Featured Latest Updates ଦେଶ ବିଦେଶ ସ୍ୱାସ୍ଥ୍ୟ ଦିଲ୍ଲୀରେ ପ୍ରଦୁଷିତ ବାୟୁ ବିପର୍ଯ୍ୟସ୍ତ ,ହାରାହାରି ଏକ୍ୟୁଆଇ 441 November 15, 2024