ଦେଶ ବିଦେଶ ଖରାପ ପାଗ ପାଇଁ କେଦାରନାଥ ଧାମରେ ହେଲିକାପ୍ଟରର ଜରୁରୀ ଅବତରଣ Daily Odisha October 2, 2023 ନୂଆଦିଲ୍ଲୀ : ଖରାପ ପାଗ ପାଇଁ ଟ୍ରାଂସ ଭାରତ ଏବିଏସନ୍ର ଏକ ହେଲିକାପ୍ଟରକୁ ଉତରାଖଣ୍ଡର କେଦାରନାଥ ଧାମରେ ଜରୁରୀ ଅବତରଣ କରିବାକୁ ପଡିଛିା । ଏ ସମ୍ପର୍କରେ ବିମାନନ ମହା ନିର୍ଦେଶାଳୟ ( ଡିଜିସିଏ) ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ହେଲିକାପ୍ଟରରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । Continue Reading Previous: ଟ୍ରାକରେ ବନ୍ଦେ ଭାରତ ଟ୍ରେନ୍ ଓଲଟାଇବାକୁ ଷଡଯନ୍ତ୍ର, ବିଛାଯାଇଥିଲା ପଥର ଓ ଲୁହା ରଡNext: ଆଜି ଛତିଶଗଡ ଏବଂ ତେଲେଙ୍ଗାନା ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ପାଟଣା-ନୂଆଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଲେ ପିଏମ ମୋଦି 1 min read Banner Exclusive ଦେଶ ବିଦେଶ ପାଟଣା-ନୂଆଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଲେ ପିଏମ ମୋଦି July 18, 2025 ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟଙ୍କୁ ଗିରଫ କଲା ଇଡି Banner ଦେଶ ବିଦେଶ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟଙ୍କୁ ଗିରଫ କଲା ଇଡି July 18, 2025 ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ 1 min read Banner Latest Updates ଦେଶ ବିଦେଶ ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ April 8, 2025