Featured ଆଞ୍ଚଳିକ ସୁନ୍ଦରଗଡରୁ ପୁଣି ୨୦ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ Daily Odisha October 4, 2023 ଭୁବନେଶ୍ୱର, 4 ଅକ୍ଟୋବର : ପଶ୍ଚିମ ଓଡ଼ିଶାରେ ସ୍କ୍ରବ ଟାଇଫସର କହର । ସୁନ୍ଦରଗଡରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ସ୍କ୍ରବ ଟାଇଫସ୍ ଆକ୍ରାନ୍ତ । ଜିଲ୍ଲାରୁ ଆଜି ପୁଣି 20 ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 328 ଛୁଇଁଛି । ଅନ୍ୟପଟେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । Continue Reading Previous: ଶ୍ରଦ୍ଧା ମାମଲାରେ ତଦନ୍ତ ଦାବି କଲେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରNext: ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ହେଲେ ଯମୁନା ନାୟକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ 1 min read Exclusive ଆଞ୍ଚଳିକ ବାଣିଜ୍ୟ ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ April 5, 2026 ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି 1 min read Featured Latest Updates ଓଡିଶା ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି April 5, 2026 ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ Banner ଆଞ୍ଚଳିକ ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ April 4, 2026