Latest Updates ଆଞ୍ଚଳିକ ରାଜନୀତି ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ହେଲେ ଯମୁନା ନାୟକ Daily Odisha October 4, 2023 ଗଞ୍ଜାମ,୦୪ଅକ୍ଟୋବର – ଦିଗପହଣ୍ଡି ବ୍ଳକ ଉପନିର୍ବାଚନରେ ବିଜେଡ଼ି ବିଦ୍ରୋହୀ ଗୋଷ୍ଠୀ ପ୍ରାର୍ଥୀ ଯମୁନା ନାୟକ ବିଜୟୀ ଘୋଷିତ ହୋଇଛନ୍ତି । ନିର୍ଦ୍ଧାରିତ ସମୟରେ ଯମୁନାଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନଥିବାରୁ ସେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । Continue Reading Previous: କାଲି ରାଜସ୍ଥାନ ଓ ମଧ୍ୟପ୍ରଦେଶ ଗସ୍ତରେ ଯିବେ ପିଏମ ମୋଦିNext: ପଥର ଖଣିରେ ଦୁର୍ଘଟଣା, ଶ୍ରମିକ ମୃତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ 1 min read Banner Featured Latest Updates ରାଜନୀତି ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ November 8, 2025 ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ 1 min read Banner Exclusive Featured Latest Updates ଓଡିଶା ରାଜନୀତି ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ November 3, 2025 ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ Banner Latest Updates ରାଜନୀତି ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ November 3, 2025