ଓଡିଶା ଗୋପାଳ ଦାସକୁ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଗଲା Daily Odisha August 9, 2023 ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯାଇଛି । ଗୋପାଳ ନାଁ ରେ ଆଜି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ଚାର୍ଜ ଫ୍ରେମ କରାଯିବ ବୋଲି ଜଣା ପଡିଛି । Continue Reading Previous: ୨୫ କେଜି ଓଜନ ର ଅଜଗର ସାପ ଉଦ୍ଧାରNext: ନବୀନ ଶାସନ ବିରୁଦ୍ଧରେ ଲୋୟର ପିଏମ୍ଜିରେ ପ୍ରାୟଶ୍ଚିତ ସପ୍ତାହ ଆରମ୍ଭ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ 1 min read Banner Exclusive Featured Latest Updates ଓଡିଶା ରାଜନୀତି ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ November 3, 2025 ଅମଲା ଆନ୍ଦୋଳନ ପଛରେ ବିଜେଡି- ରାଜସ୍ୱ ମନ୍ତ୍ରୀ Featured Latest Updates ଓଡିଶା ରାଜନୀତି ଅମଲା ଆନ୍ଦୋଳନ ପଛରେ ବିଜେଡି- ରାଜସ୍ୱ ମନ୍ତ୍ରୀ August 23, 2025 ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି Banner Exclusive Latest Updates ଓଡିଶା ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି August 23, 2025