ଅପରାଧ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ଗିରଫ Daily Odisha October 14, 2023 ଭୁବନେଶ୍ୱର : କମ୍ପ୍ୟୁଟର ଶିକ୍ଷକଙ୍କ କଳା କାରନାମା । ଛାତ୍ରୀଙ୍କୁ ଅସଦାଚରଣ କରି କମ୍ପ୍ୟୁଟର ଶିକ୍ଷକ ଗିରଫ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଛକରେ ଥିବା କଳିଙ୍ଗ ବିକାଶ କମ୍ପ୍ୟୁଟର ଏଜୁକେସନ ସେଣ୍ଟରରେ । ଅଭିଯୋଗ ପରେ କମ୍ପ୍ୟୁଟର ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । Continue Reading Previous: ମଣିପୁରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତNext: ତାଲଜୁରୀ ଗ୍ରାମ ନିକଟରେ ଶାଳ ଗଣ୍ଡି ଜବତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ପୁଣି ଚାନ୍ଦବାଲିରେ ଲଜ୍ଜା; ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ସାତ ମାସର ଗର୍ଭବତୀ, ୫୮ବର୍ଷୀୟ ବୃଦ୍ଧ ଗିରଫ Banner Latest Updates ଅପରାଧ ଆଞ୍ଚଳିକ ପୁଣି ଚାନ୍ଦବାଲିରେ ଲଜ୍ଜା; ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ସାତ ମାସର ଗର୍ଭବତୀ, ୫୮ବର୍ଷୀୟ ବୃଦ୍ଧ ଗିରଫ March 31, 2026 ପରକ୍ରିୟା ପ୍ରିତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ Latest Updates ଅପରାଧ ଓଡିଶା ପରକ୍ରିୟା ପ୍ରିତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ March 29, 2026 ବିବାହର ବର୍ଷେ ନପୁରୁଣୁ ନବବଧୂକୁ ହତ୍ୟା ଅଭିଯୋଗ 1 min read Banner Exclusive Latest Updates ଅପରାଧ ବିବାହର ବର୍ଷେ ନପୁରୁଣୁ ନବବଧୂକୁ ହତ୍ୟା ଅଭିଯୋଗ March 29, 2026