ଦେଶ ବିଦେଶ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି Daily Odisha October 16, 2023 ନୂଆଦିଲ୍ଲୀ : ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା । ତାଙ୍କର ନିରୋଗତା ଓ ଦୀର୍ଘାୟୁ କାମନା କରୁଛି । Continue Reading Previous: ନବରାତ୍ରୀର ଦ୍ୱିତୀୟ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ ମୋଦିNext: ଭିଏତନାମ ଓ ସିଙ୍ଗାପୁର ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ‘ନାରୀ ଶକ୍ତି ବନ୍ଦନ ଆଇନ’ ଉପରେ ସର୍ବଦଳୀୟ ବୈଠକ ଦାବି କଲା ବିରୋଧୀ, ରିଜିଜୁଙ୍କୁ ଚିଠି ଲେଖିଲେ ଖଡଗେ 1 min read Banner ଦେଶ ବିଦେଶ ‘ନାରୀ ଶକ୍ତି ବନ୍ଦନ ଆଇନ’ ଉପରେ ସର୍ବଦଳୀୟ ବୈଠକ ଦାବି କଲା ବିରୋଧୀ, ରିଜିଜୁଙ୍କୁ ଚିଠି ଲେଖିଲେ ଖଡଗେ April 4, 2026 ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ Banner Latest Updates ଦେଶ ବିଦେଶ ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ April 4, 2026 ଆମେରିକାର ଏକ ବିମାନ ମାରି ଖସାଇଥିବା ଇରାନର ଦାବି 1 min read Banner Latest Updates ଦେଶ ବିଦେଶ ଆମେରିକାର ଏକ ବିମାନ ମାରି ଖସାଇଥିବା ଇରାନର ଦାବି April 4, 2026