ଦେଶ ବିଦେଶ ପିଥୌରାଗଡରେ ଭୂକମ୍ପର ଝଟ୍କା Daily Odisha October 16, 2023 ପିଥୌରାଗଡ : ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରେକର୍ଡ ହୋଇଛି । ଏହି ଭୂକମ୍ପର କେନ୍ଦ୍ର ଧାରଚୂଳାର ନିକଟ ନେପାଳରେ ବୋଲି ଜଣାପଡିଛି । ଭୂକମ୍ପ ଯୋଗୁ କୌଣସି ଧନଜୀବନ ହାନୀ ହୋଇନାହିଁ । Continue Reading Previous: ଅଗ୍ନିବୀର ଅମୃତପାଲ ଆତ୍ମହତ୍ୟା କରିଥିଲେ, ଏଥିପାଇଁ ନିୟମ ଅନୁସାରେ ସୈନ୍ୟ ସମ୍ମାନ ନାହିଁ – ସେନାNext: ଜମ୍ମୁକଶ୍ମୀରରେ ବରଫପାତ, ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ପାଟଣା-ନୂଆଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଲେ ପିଏମ ମୋଦି 1 min read Banner Exclusive ଦେଶ ବିଦେଶ ପାଟଣା-ନୂଆଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଲେ ପିଏମ ମୋଦି July 18, 2025 ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟଙ୍କୁ ଗିରଫ କଲା ଇଡି Banner ଦେଶ ବିଦେଶ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟଙ୍କୁ ଗିରଫ କଲା ଇଡି July 18, 2025 ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ 1 min read Banner Latest Updates ଦେଶ ବିଦେଶ ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ April 8, 2025