Banner ଦେଶ ବିଦେଶ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ମାମଲାର ଆଜି ଆସିବ ରାୟ Daily Odisha October 17, 2023 ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ଆଇନଗତ ମାନ୍ୟତା ଦେବା ମାମଲାରେ ମଙ୍ଗଳବାର ଦିନ ରାୟ ଶୁଣାଇବେ । ଚିଫ୍ ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣ ସଦସ୍ୟ ବିଶିଷ୍ଟ ସମ୍ବିଧାନ ଖଣ୍ଡପୀଠ ଏହି ଐତିହାସିକ ଏବଂ ଚର୍ଚିତ ମାମଲାରେ ପ୍ରଥମେ ମେ ମାସ ୧୧ ତାରିଖରେ ଫଇସଲା କୁ ସଂରକ୍ଷିତ ରଖିଥିଲେ । Continue Reading Previous: ଆମେରିକାରେ ହମାସ-ଇସ୍ରାଏଲ ଯୁଦ୍ଧର ପ୍ରଭାବ, ଶିକାଗୋରେ ପାଲେଷ୍ଟାଇନର ମୂଳ ବାସିନ୍ଦା 6ବର୍ଷର ଶିଶୁକୁ ହତ୍ୟାNext: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବବୃହତ ସାମୁଦ୍ରିକ ସମାରୋହ ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀକୁ କରିବେ ଉଦଘାଟନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ 1 min read Banner ଓଡିଶା ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ May 15, 2026 ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା 1 min read Banner ଓଡିଶା ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା May 15, 2026 ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ 1 min read Banner Latest Updates ରାଜନୀତି ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ April 5, 2026