Featured ଅପରାଧ ପୂଜା ପାଇଁ ଚଢାଉ, ବିପୁଳ ପରିମାଣର ମଦ ଜବତ Daily Odisha October 17, 2023 ଭୁବନେଶ୍ୱର : ବାଲେଶ୍ଵର ଜିଲାର ପୁରୁଣା ବାଲେଶ୍ଵରରେ ଅବକାରୀ ବିଭାଗର ପକ୍ଷରୁ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି । ଦୁର୍ଗା ପୂଜାକୁ ନେଇ ଅବକାରୀ ବିଭାଗ, ଫରେଷ୍ଟ ବିଭାଗ ଓ ସଦର ପୋଲିସ ପକ୍ଷରୁ ଚଢ଼ାଉ କରିଛି। ରେଡ୍ ସମୟରେ ପାଖାପାଖି ୩୫ ହଜାର ଲିଟର ପୋଚ ଜବତ କରିଛି ଅବକାରୀ ବିଭାଗ। ଏହାସହ 7ଶହ ଡ୍ରମ, ୫୦୦ ଲିଟର ଦେଶୀ ମଦ, ୧୦ କୁଇଣ୍ଟାଲ କାଠ ଜବତ ହୋଇଛି। Continue Reading Previous: କେନାଲରେ ଗାଧେଇବା ହେଲା କାଳNext: ଟ୍ରକ ଧକ୍କାରେ ୫ବର୍ଷର ସ୍କୁଲ ଛାତ୍ର ମୃତ, ମାଆ ଗୁରୁତର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକାକୁ ନେଇ ଗଣ୍ଡଗୋଳ 1 min read Banner Featured ରାଜନୀତି ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକାକୁ ନେଇ ଗଣ୍ଡଗୋଳ April 2, 2026 ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ 1 min read Featured ଓଡିଶା ରାଜନୀତି ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ April 1, 2026 ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡିର କହିଲା , ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର Banner Featured ଓଡିଶା ରାଜନୀତି ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡିର କହିଲା , ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର April 1, 2026