Featured ଆଞ୍ଚଳିକ ପାଣିରେ ବୁଡି ଶିଶୁ କନ୍ୟାର ମୃତ୍ୟୁ Daily Odisha October 19, 2023 ଭୁବନେଶ୍ୱର : ପାଣିରେ ବୁଡି ଶିଶୁ କନ୍ୟାର ମୃତ୍ୟୁ । ସମ୍ବଲପୁର ରେଢାଖୋଲରେ ଘଟିଛି ଏଭଳି ଅଘଟଣ । ମୃତ ଶିଶୁ ହେଲା ଦେହୁରିସାହିର ଲୁଲୁ ବେଉରାଙ୍କ ଝିଅ । ଶିଶୁ କନ୍ୟାଟି ଘରେ ଖେଳୁଥିବା ବେଳେ ପାଣି ଡେକଚିରେ ପଡିଯାଇଥିଲା । ଏହାପରେ ଶିଶୁଟିର ମୃତ୍ୟୁ ହୋଇଛି । ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । Continue Reading Previous: ପାରବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀNext: ପିପିଲି ଟୋଲ ପ୍ଲାଜା ନିକଟରେ ଗୁଳିକାଣ୍ଡ :୩ ଜଣଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ, ୨ ଫେରାର୍ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ 1 min read Exclusive ଆଞ୍ଚଳିକ ବାଣିଜ୍ୟ ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ April 5, 2026 ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି 1 min read Featured Latest Updates ଓଡିଶା ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି April 5, 2026 ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ Banner ଆଞ୍ଚଳିକ ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ April 4, 2026