ଓଡିଶା ସୂର୍ଯ୍ୟ ନିର୍ମାଣ ଚିଟ୍ଫଣ୍ଡ ସଂସ୍ଥାର ସମ୍ପତି ବାଜ୍ୟାପ୍ତି ନିର୍ଦ୍ଦେଶ Daily Odisha October 19, 2023 ଭୁବନେଶ୍ୱର : ପୁଣି ଏକ ଚିଟ୍ଫଣ୍ଡ ସଂସ୍ଥାର ସମ୍ପତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୂର୍ଯ୍ୟ ନିର୍ମାଣ ରିସୋର୍ସେସ ପ୍ରା.ଲି.ର ସମ୍ପତି ବାଜ୍ୟାପ୍ତି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ । ସଂସ୍ଥାର ୨ କୋଟି ୭ ଲକ୍ଷ ଟଙ୍କା ସହ୧୭ ଏକର ଜମି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । Continue Reading Previous: ଗ୍ରାମାଞ୍ଚଳରେ ସମସ୍ତଙ୍କ ପାଇଁ ଅମାପ ସୁଯୋଗ ଆଣିବ ଆମ ଓଡିଶା ନବୀନ ଓଡିଶା – ମୁଖ୍ୟମନ୍ତ୍ରୀNext: ଭୁବନେଶ୍ୱରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି 1 min read Featured Latest Updates ଓଡିଶା ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି April 5, 2026 ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ Exclusive ଓଡିଶା ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ April 4, 2026 ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ 1 min read Featured ଓଡିଶା ରାଜନୀତି ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ April 1, 2026