Exclusive ରାଜନୀତି ସତ କ’ଣ ପିନାକୀ ପ୍ରମାଣ ଦିଅନ୍ତୁ : ମନମୋହନ ସାମଲ Daily Odisha October 23, 2023 ଭୁବନେଶ୍ୱର : ପିନାକୀ ମିଶ୍ରଙ୍କ ସ୍ପଷ୍ଟୀକରଣକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯଦି ସିଏ ସତ୍ୟବାଦୀ ଆଉ ଅନ୍ୟମାନେ ମିଥ୍ୟାବାଦୀ ତାକୁ ସେ ପ୍ରମାଣିତ କରନ୍ତୁ । ସତ କ’ଣ ପିନାକୀ ତା’ର ପ୍ରମାଣ ଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ମନମୋହନ । Continue Reading Previous: ସିବିଆଇ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ତାଙ୍କ ନାଁ ଅଛି କି ନାହିଁ ସ୍ପଷ୍ଟ କରନ୍ତୁ ପୁରୀ ସାଂସଦ – ଅନିଲ ବିଶ୍ୱାଳNext: ବିଜେପିର ସମାଲୋଚନାକୁ ଦୁର୍ଭାଗ୍ୟଜନକ କହିଲେ ପିନାକୀ ମିଶ୍ର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ 1 min read Exclusive ଆଞ୍ଚଳିକ ବାଣିଜ୍ୟ ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ April 5, 2026 ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ 1 min read Banner Latest Updates ରାଜନୀତି ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ April 5, 2026 କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ Banner ରାଜନୀତି କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ April 4, 2026