Banner ଅପରାଧ ଓଡିଶା ଘର କାନ୍ଥ ପଡି 2 ମୃତ Daily Odisha August 7, 2024 ବରଗଡ 7 ଅଗଷ୍ଟ – ଘରକାନ୍ଥ ପଡି ଦୁଇ ଲୋକ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଗୋଡଭଗା ଅନ୍ଧାରୀପତ୍ରା ଅଞ୍ଚଳରେ।ସୁଚନାନୁସାରେ ମଙ୍ଗଳବାର ରାତିରେ ଶୋଇଥିବା ସମୟରେ ଘର କାନ୍ଥ ପଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି।ଦୁଇ ଜଣଙ୍କ ଘର ଉତ୍ତରପ୍ରଦେଶ ଜନପୁର ଜିଲ୍ଲା ଅତାହୀ ଗ୍ରାମରେ।ଦୁହେଁ ଚାରି ବର୍ଷ ହେବ ଏକ ଭଡାଘରେ ରହି କବାଡିଆ ବ୍ୟବସାୟ କରୁଥିଲେ ବୋଲି ସୁଚନା ମିଳିଛି। Continue Reading Previous: ବାଂଲାଦେଶର ଅନ୍ତରିଣ ସରକାରର ନେତା ଚୟନ ହେଲେ ନୋବେଲ ବିଜେତା ମହମ୍ମଦ ୟୁନୁସNext: ମଦ୍ୟପାନ କରି ନିଜ ମସ୍ତିଷ୍କ ର ଭାରସାମ୍ୟ ହରାଇ ନିଜେ ଗୁଳି ଫୁଟାଇ ଥିଲେ ମୃତକ ପି ଏସ ଓ ମନୋଜ୍ :ପୋଲିଶ ସ୍ୱୀକାରୋକ୍ତି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ 1 min read Banner ଓଡିଶା ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ May 15, 2026 ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା 1 min read Banner ଓଡିଶା ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା May 15, 2026 ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ 1 min read Banner Latest Updates ରାଜନୀତି ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ April 5, 2026