Banner Featured ଆଞ୍ଚଳିକ ସମ୍ଭାବ୍ୟ ବାତ୍ୟାକୁ ନେଇ ଏମକେସିଜି ମେଡିକାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ୍ Daily Odisha October 22, 2024 ସମ୍ଭାବ୍ୟ ବାତ୍ୟାକୁ ନେଇ ଏମକେସିଜି ମେଡିକାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ୍ ଗଞ୍ଜାମ, ୨୨ ଅକ୍ଟୋବର – ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଡାକ୍ତର, ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି କର୍ତୃପକ୍ଷ । ସମସ୍ତେ ଏହି ସମୟରେ ମେଡିକାଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । Continue Reading Previous: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନଂ ବିପଦ ସଂକେତ ଜାରି : ରେଡ଼୍ ଆଲର୍ଟ ଜିଲ୍ଲାରେ ଅଧିକ ରହିବେ ଏନଡିଆରଏଫ ଓ ଓଡ୍ରାଫ ଟିମ୍Next: ଅଛି ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ, ଅଯଥା ଭୟଭୀତ ହୁଅନ୍ତୁ ନାହିଁ – ଯୋଗାଣ ମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ 1 min read Banner Featured Latest Updates ରାଜନୀତି ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ November 8, 2025 ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ 1 min read Banner Exclusive Featured Latest Updates ଓଡିଶା ରାଜନୀତି ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ November 3, 2025 ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ Banner Latest Updates ରାଜନୀତି ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ November 3, 2025