Latest Updates ଅପରାଧ ଘର ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ Daily Odisha February 26, 2024 ଗଞ୍ଜାମ, ୨୬ ଫେବୃଆରୀ – ଘର ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପୋଲସରା ବଜାରସାହି ଛକ ନିକଟ ଏକ ଘରୁ ଏହି ମୃତଦେହ ଉଦ୍ଧାର ହୋଇଛି । କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି । Continue Reading Previous: ଗଛରେ ପିଟିଲା ବୋଲେରୋ: ୩ ମୃତ, ୩ ଗୁରୁତରNext: ଗତ ୨୪ ଘଂଟାରେ ରାଜ୍ୟର କେତେକ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ 1 min read Banner Featured Latest Updates ରାଜନୀତି ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ November 8, 2025 ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ 1 min read Banner Exclusive Featured Latest Updates ଓଡିଶା ରାଜନୀତି ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ November 3, 2025 ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ Banner Latest Updates ରାଜନୀତି ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ November 3, 2025