Latest Updates ଦନ୍ତା ଆକ୍ରମଣରେ ମହିଳା ଗୁରୁତର Daily Odisha October 10, 2023 ଭୁବନେଶ୍ୱର : ଦନ୍ତା ଆକ୍ରମଣରେ ମହିଳା ଗୁରୁତର । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଭାଲିଆବଡା ଗ୍ରାମରେ । ଦନ୍ତାହାତୀ ଆକ୍ରମଣ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ମନ୍ଦ ବିଶ୍ବାଳ । ଗୁରୁତର ଅବସ୍ଥାରେ ତାଙ୍କୁ ଖମାର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । Continue Reading Previous: ଶେରଗଡ଼ ବ୍ଲକର ବିଭିନ୍ନ ପଂଚାୟତରେ ଗୋଷ୍ଠି ବିବାଦ ବଢୁଛି : ମାସକ ମଧ୍ୟରେ ୫ ମୁଣ୍ଡ ଗଡିଲାଣିNext: କ୍କିମ୍ ବନ୍ୟାରେ ଏବେବି ନିଖୋଜ କାଲିମେଳା ଅଞ୍ଚଳର ଯୁବ ଇଞ୍ଜିନିୟର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଭାରତ-ଆମେରିକା ବାଣିଜ୍ୟ ବୁଝାମଣାର ରୂପରେଖ ନିର୍ଦ୍ଧାରିତ, ମିଳିତ ବୟାନ ଜାରି Banner Latest Updates ବାଣିଜ୍ୟ ଭାରତ-ଆମେରିକା ବାଣିଜ୍ୟ ବୁଝାମଣାର ରୂପରେଖ ନିର୍ଦ୍ଧାରିତ, ମିଳିତ ବୟାନ ଜାରି February 7, 2026 ଭଦ୍ରକ : ନାବିକ ସାର୍ଥକ ଚଳନ୍ତା ଜାହାଜରୁ ରହସ୍ୟଜନକ ଭାବେ ନିଖୋଜ,ତାଙ୍କର ସନ୍ଧାନ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡଃ ଏସ୍ ଜୟଶଙ୍କରଙ୍କୁ ଭେଟିଲେ ଭଦ୍ରକ ସାଂସଦ Banner Featured Latest Updates ଓଡିଶା ଦେଶ ବିଦେଶ ଭଦ୍ରକ : ନାବିକ ସାର୍ଥକ ଚଳନ୍ତା ଜାହାଜରୁ ରହସ୍ୟଜନକ ଭାବେ ନିଖୋଜ,ତାଙ୍କର ସନ୍ଧାନ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡଃ ଏସ୍ ଜୟଶଙ୍କରଙ୍କୁ ଭେଟିଲେ ଭଦ୍ରକ ସାଂସଦ February 7, 2026 ଇସଲମାବାଦରେ ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନରେ ହାହାକାର, ଅତିକମରେ 32ଜଣଙ୍କ ମୃତ୍ୟୁ, 3 ଗିରଫ 1 min read Banner Exclusive Latest Updates ଦେଶ ବିଦେଶ ଇସଲମାବାଦରେ ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନରେ ହାହାକାର, ଅତିକମରେ 32ଜଣଙ୍କ ମୃତ୍ୟୁ, 3 ଗିରଫ February 7, 2026