Banner Featured ଆଞ୍ଚଳିକ ସମ୍ଭାବ୍ୟ ବାତ୍ୟାକୁ ନେଇ ଏମକେସିଜି ମେଡିକାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ୍ Daily Odisha October 22, 2024 ସମ୍ଭାବ୍ୟ ବାତ୍ୟାକୁ ନେଇ ଏମକେସିଜି ମେଡିକାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ୍ ଗଞ୍ଜାମ, ୨୨ ଅକ୍ଟୋବର – ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଡାକ୍ତର, ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି କର୍ତୃପକ୍ଷ । ସମସ୍ତେ ଏହି ସମୟରେ ମେଡିକାଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । Continue Reading Previous: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନଂ ବିପଦ ସଂକେତ ଜାରି : ରେଡ଼୍ ଆଲର୍ଟ ଜିଲ୍ଲାରେ ଅଧିକ ରହିବେ ଏନଡିଆରଏଫ ଓ ଓଡ୍ରାଫ ଟିମ୍Next: ଅଛି ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ, ଅଯଥା ଭୟଭୀତ ହୁଅନ୍ତୁ ନାହିଁ – ଯୋଗାଣ ମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ‘ନାରୀ ଶକ୍ତି ବନ୍ଦନ ଆଇନ’ ଉପରେ ସର୍ବଦଳୀୟ ବୈଠକ ଦାବି କଲା ବିରୋଧୀ, ରିଜିଜୁଙ୍କୁ ଚିଠି ଲେଖିଲେ ଖଡଗେ 1 min read Banner ଦେଶ ବିଦେଶ ‘ନାରୀ ଶକ୍ତି ବନ୍ଦନ ଆଇନ’ ଉପରେ ସର୍ବଦଳୀୟ ବୈଠକ ଦାବି କଲା ବିରୋଧୀ, ରିଜିଜୁଙ୍କୁ ଚିଠି ଲେଖିଲେ ଖଡଗେ April 4, 2026 ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ Banner Latest Updates ଦେଶ ବିଦେଶ ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ April 4, 2026 କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ Banner ରାଜନୀତି କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ April 4, 2026