ରାଜନୀତି ଦିଗପହଣ୍ଡିର ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ବିଜେଡିରୁ ବହିଷ୍କୃତ Daily Odisha September 1, 2023 ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ଗଂଜାମ ଜିଲ୍ଲାର ଦିଗପହଣ୍ଡିର ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ଦଳର ମୁଖ୍ୟ ତଥା ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । Continue Reading Previous: ଆସନ୍ତା ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ,୧୮ରେ ନାମାଙ୍କନ ଦାଖଲNext: ମୋଦୀଙ୍କ ଲୋକପ୍ରିୟତା ନ ଥିବା କାରଣରୁ ବିଜେପି ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଛି – ନରସିଂହ ମିଶ୍ର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ 1 min read Banner Latest Updates ରାଜନୀତି ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ April 5, 2026 କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ Banner ରାଜନୀତି କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ April 4, 2026 ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ସମସ୍ତ ୨୯୪ ପ୍ରାର୍ଥୀକୁ କଲା ଚୂଡ଼ାନ୍ତ 1 min read Banner Exclusive ରାଜନୀତି ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ସମସ୍ତ ୨୯୪ ପ୍ରାର୍ଥୀକୁ କଲା ଚୂଡ଼ାନ୍ତ April 2, 2026