ଆଞ୍ଚଳିକ ଓଡିଶା ପାରାଦୀପରେ ବୋଟ୍ ବୁଡି ଘଟଣା, ନିଖୋଜଙ୍କର ମିଳୁନି ପତ୍ତା Daily Odisha September 22, 2023 ଭୁବନେଶ୍ୱର : ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣରେ ମାଛ ଧରା ବୋଟ ବୁଡି ଘଟଣା। ଆଜି ସକାଳୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ଏକ ଟିମ ସମୁଦ୍ର ମୁହାଣ ଓ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା । ମାତ୍ର ନିଖୋଜ ଥିବା ତିନି ଜଣଙ୍କ କୌଣସି ପତ୍ତା ମିଳିନାହିଁ । ଏହାପରେ ନିରାଶ ହୋଇ ଫେରିଛି ଟିମ। Continue Reading Previous: ବାଲିଗୁଡା-ସାପ କାମୁଡାରେ ଯୁବକଙ୍କ ମୃତ୍ୟୁNext: ଖୋଲିଲା ଆଉ ୧୦ ସ୍ଲୁଇସ୍ ଗେଟ୍, ହୀରାକୁଦ ଜଳଭଣ୍ଡାରରୁ ୧୬ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ 1 min read Exclusive ଆଞ୍ଚଳିକ ବାଣିଜ୍ୟ ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ April 5, 2026 ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି 1 min read Featured Latest Updates ଓଡିଶା ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି April 5, 2026 ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ Exclusive ଓଡିଶା ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ April 4, 2026