Featured ଆଞ୍ଚଳିକ କାର ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଯାତ୍ରୀ Daily Odisha September 7, 2023 1 min read ଭୁବନେଶ୍ୱର, 7 ସେପ୍ଟେମ୍ବର – ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଠାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳ କୁ ଓଲଟି ପଡିଛି । ଗାଡ଼ିରେ ଥିବା ୫ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି । ଆହତ ମାନଙ୍କୁ ସୋର ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି । l Continue Reading Previous: ୱାର୍ଲ୍ଡ କପ୍ ପାଇଁ ୪ଲକ୍ଷ ଟିକେଟ ଜାରି କରିବ ବିସିସିଆଇNext: କାଲିଠୁ କମିବ ବର୍ଷା , ୧୨ରୁ ପୁଣି ବଢିବ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ 1 min read Banner Featured Latest Updates ରାଜନୀତି ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ November 8, 2025 ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ 1 min read Banner Exclusive Featured Latest Updates ଓଡିଶା ରାଜନୀତି ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ November 3, 2025 ୩୧ମଣ୍ଡପରେ ପୂଜା ପାଇଲେ ମା’ ଗଜଲକ୍ଷ୍ମୀ, ରଙ୍ଗ ବେରଙ୍ଗ ଆଲୋକ ମାଳରେ ଝଲସୁଛି ବିଭିନ୍ନ ମଣ୍ଡପ Banner ଆଞ୍ଚଳିକ ମନୋରଞ୍ଜନ ୩୧ମଣ୍ଡପରେ ପୂଜା ପାଇଲେ ମା’ ଗଜଲକ୍ଷ୍ମୀ, ରଙ୍ଗ ବେରଙ୍ଗ ଆଲୋକ ମାଳରେ ଝଲସୁଛି ବିଭିନ୍ନ ମଣ୍ଡପ October 7, 2025