Exclusive

ଉତରାଖଣ୍ଡ : ଡେରାଡୁନର ଜୌନସାର ଅଂଚଳରେ କାର୍ ଦୁର୍ଘଟଣାରେ ଛଅଜଣଙ୍କ ମୃତ୍ୟୁ, ଜଣେ ଆହତ

ଡେରାଡୁନ – ଉତରାଖଣ୍ଡର ରାଜଧାନୀ ଡେରାଡୁନର ଜୌନସାର ଅଂଚଳରେ ଥାନା ତ୍ୟୁଣୀ ଅଂଚଳରେ ବୁଧବାର ଏକ ଇଙ୍ଗ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଏକ କାର୍...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଖୋଲକୁ କରିବେ ଗସ୍ତ, ଜିଲା ପ୍ରଶାସନ ତତ୍ପର

ଧର୍ମଶାଳା, ୨୮ ଫେବୃଆରୀ - ମାର୍ଚ୍ଚ ମାସ ୫ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଯାଜପୁର ଜିଲା ବଡଚଣା ନିର୍ବାଚନ...

ବିଶ୍ୱର ପ୍ରଥମ କ୍ଲୋନଡ୍ ତିବ୍ଦତୀୟ ମେଣ୍ଢା ଚାଇନାରେ ଜନ୍ମ

ବେଜିଂ, 28 ଫେବୃଆରୀ (ଡେଲି ଓଡିଶା) | ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଦାବି କରାଯାଇଛି  ଯେ ଦେଶର ବୈଜ୍ଞାନିକମାନେ ଉତ୍ତର-ପଶ୍ଚିମ ଚୀନ୍‌ର କଳିଙ୍ଗ...

ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ

ଭୁବନେଶ୍ୱର, 27 ଫେବୃଆରୀ - ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି...

ରାଜ୍ୟସଭା ମତଦାନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଝଟକା, ଇସ୍ତଫା ଦେଲେ ମନୋଜ ପାଣ୍ଡେ

ଲକ୍ଷ୍ନୌ, 27 ଫେବୃଆରୀ : ରାଜ୍ୟସଭା ନିର୍ବାଚନକୁ ନେଇ ମଙ୍ଗଳବାର ମତଦାନ ପୂର୍ବରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଝଟ୍କା...

ତେଜସ୍ୱୀ ଯାଦବଙ୍କ ଏସକର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ପୂର୍ଣ୍ଣିୟା, 27 ଫେବୃଆରୀ  ତେଜସ୍ୱୀ ଯାଦବଙ୍କ ଜନ ବିଶ୍ୱାସ ଯାତ୍ରା ସମୟରେ ପୂର୍ଣ୍ଣିୟା କଟିହାର ମାର୍ଗରେ ତାଙ୍କ ଏସକର୍ଟ ଗାଡିର ଭୟଙ୍କର ଦୁର୍ଘଟଣା ହୋଇଛି । ରାତି...

ଉତ୍ତରପ୍ରଦେଶର ବଲିୟା ସଡକ ଦୁର୍ଘଟଣାରେ 6ମୃତ, 10 ଆହତ

ବଲିୟା, 27 ଫେବୃଆରୀ : ଉତ୍ତର ପ୍ରଦେଶର ବଲିୟା ଜନପଦରେ ବୈରିୟା ଥାନା ଅନ୍ତର୍ଗତ ସୁଘର ଛପରା ନିକଟ ତିଳକ ସମାରୋହରୁ ଫେରୁଥିବା ଦୁଇଟି କମାଣ୍ଡର ଜିପ...

କଂଗ୍ରେସର ଲୋକସେବା ଭବନ ଘେରାଉ ଉଦ୍ୟମ:-ପୁଲିସ୍ – କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର :-୨୪ ବର୍ଷର ବିଫଳ ସରକାର ବିରୋଧରେ ସୋମବାର ରାଜ୍ୟ କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ କରାଯାଇଛି । ରାଜ୍ୟରେ ପାଣି, ଖଣି, ବିଜୁଳି,...

ଗଛରେ ପିଟିଲା ବୋଲେରୋ: ୩ ମୃତ, ୩ ଗୁରୁତର

କେନ୍ଦ୍ରାପଡ଼ା, ୨୬ ଫେବୃଆରୀ- କେନ୍ଦ୍ରାପଡ଼ା ଓସ୍ତପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ବୋଲେରୋ ଧକ୍କା ଦେବାରେ ୩ ଜଣଙ୍କ...

ବିହାର କୈମୁର ଜିଲ୍ଲାରେ ସଡକ ଦୁର୍ଘଟଣାରେ 9ମୃତ

ପାଟଣା, 26 ଫେବୃଆରୀ : ବିହାରର କୈମୁର ଜିଲ୍ଲାର ମୋହନିୟା ଥାନା ଅଂଚଳରେ ଜାତୀୟ ରାଜପଥ 2 ସ୍ଥିତ ଦେବକଲି ନିକଟରେ ରବିବାର ରାତିରେ ଘଟିଥିବା ଦୁର୍ଘଟଣାରେ...

ଜୌନପୁରରେ ରୋଡୱେଜ ବସ୍-ଟ୍ରାକ୍ଟର ଟ୍ରଲି ମଧ୍ୟରେ ଧକ୍କା, 6 ଶ୍ରମିକଙ୍କ ମୃତ୍ୟୁ

ଜୌନପୁର, 26 ଫେବୃଆରୀ :  ଉତ୍ତର ପ୍ରଦେଶର ଜୌନପୁର ଜନପଦରେ ରୋଡୱେଜ ବସ୍ ଓ ଟ୍ରାକ୍ଟର-ଟ୍ରଲି ମଧ୍ୟରେ ଧକ୍କା ଯୋଗୁ 6ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।...

ମ୍ୟାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି ।

-ପୋଲିସ ସହ ଧସ୍ତାଧସ୍ତି ୧୬ ଜଣଙ୍କୁ ଅଟକ ରଖିଲା ପୋଲିସ । ଭୁବନେଶ୍ୱର :- ରାଜ୍ୟରେ ବିଗତ କିଛି ବର୍ଷ ଧରି ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ...

କାଂକେରରେ ସୁରକ୍ଷାବଳ-ମାଓବାଦୀ ଗୁଳି ବିନିମୟରେ 3 ନକ୍ସଲ ମୃତ

କାଂକେର, 25 ଫେବୃଆରୀ : କାଙ୍କେର ଜିଲ୍ଲାର ନକ୍ସଲ ପ୍ରଭାବିତ ଅଂଚଳରେ ରବିବାର ସକାଳେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସୁରକ୍ଷାବଳର ଯବାନଙ୍କୁ ବଡ...

ଦ୍ୱାରକାଧୀଶ ମନ୍ଦିରର ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦ୍ୱାରକା, 25 ଫେବୃଆରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦ୍ୱାରକାରେ ଭଗବାନ ଶ୍ରୀ ଦ୍ୱାରକାଧୀଶ ମନ୍ଦିରରେ ଭକ୍ତିଭାବ ଓ ଶ୍ରଦ୍ଧାପୂର୍ବକ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।...

ପାଲଲହଡା – ଚିକିତ୍ସାଧୀନ ଅବସ୍ଥାରେ ପ୍ରସୂତି ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ସଂନ୍ଦେହ !

ସୁବ୍ରତ ଦାଶ ପାଳଲହଡା:ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକରେ ଅଭାବନିୟ ଘଟଣା  । ଗୋଟିଏ ପଟେ ମୋ ସରକାର ବା ରାଜ୍ୟ ସରକାର ମାତୃ ମୃତ୍ୟୁ ହାରକୁ ରୋକିବା...