ରାଜନୀତି

ଆମ ସରକାର ଗତ ଦଶ ବର୍ଷରେ ଭାରତକୁ ପୂର୍ବ ତୁଳନାରେ ଅନେକ ଗୁଣ ଶକ୍ତିଶାଳୀ କରିଛି- ପିଏମ ମୋଦି

ଉତ୍ତରାଖଣ୍ଡର ଋଷିକେଶରେ ଆୟୋଜିତ ବିଶାଳ ଜନସଭାରେ ପିଏମ ମୋଦିଙ୍କ ସମ୍ବୋଧନ ନୂଆଦିଲ୍ଲୀ , 11 ଏପ୍ରିଲ : ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଦିନ...

ନବୀନ ବାବୁଙ୍କ ରୁଗ୍ଣ ନେତୃତ୍ୱ ପାଇଁ ଓଡ଼ିଶା ଏକ ପଛୁଆ ରାଜ୍ୟ ହୋଇ ରହିଯିବ : ବିଜେପି

ଭୁବନେଶ୍ୱର, 11 ଏପ୍ରିଲ– ‘ଅପାର ସୁଯୋଗ’କୁ ‘ସମ୍ଭାବନା’ରେ ପରିଣତ କରିବାରେ ବିଫଳ ହୋଇଥିବା ବିଜେଡି ସରକାର କାରଣରୁ ରାଜ୍ୟର ଅର୍ଥନୀତି ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।...

ବିଜେଡି ଛାଡିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର, 11 ଏପ୍ରିଲ  – ବିଜେଡି ଛାଡ଼ିଛନ୍ତି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି...

ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ

ଭୁବନେଶ୍ବର , 11 ଏପ୍ରିଲ - ଜୟଦେବର ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇର ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଦୁଇ ବିଧାୟକଙ୍କ ସଭ୍ୟ...

୨୪ ବର୍ଷ ନବୀନ ଶାସନରେ ଜନତା ମୌଳିକ ସମସ୍ୟାରୁ ବଂଚିତ-କଂଗ୍ରେସ

ଭୁବନେଶ୍ୱର ତା. ୧୧.୪- ୨୪ ବର୍ଷ ଶାସନ କଲାପରେ ମଧ୍ୟ ବିଜେଡ଼ି ସରକାର ଜନତାଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି ବୋଲି ଆଜି କଂଗ୍ରେସ ଭବନରେ...

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡି...

୩ ଜଣ ପାଇବେ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯ମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ପାଇଁ ରାଜ୍ୟସ୍ତରୀୟ...

ନିର୍ବାଚନୀ ଇସ୍ତାହାର କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର10 ଏପ୍ରିଲ –ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛନ୍ତି । ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ...

ଭକ୍ତ ଦାସଙ୍କ ଅଧ୍ୟକ୍ଷତାରେ ୫୯ ଜଣିଆ ପ୍ରଚାର କମିଟି ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର, 10 ଏପ୍ରିଲ - ରାଜ୍ୟ କଂଗ୍ରେସ ବୁଧବାର ପ୍ରଚାର କମିଟି ତାଲିକା ପ୍ରକାଶ କରିଛି । ଏଥିରେ ୫୯ ଜଣଙ୍କ ନାମ ରହିଛି । ଏହି...

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ନେତୃତ୍ୱ ବିକାଶ ମିଶନ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ – ମିନାକ୍ଷୀ ନଟରାଜନ

 ଏଲ୍‌.ଡ଼ି.ଏମ୍‌. ସଂଯୋଜକ ଓରିଏଂଟେସନ କାର୍ଯ୍ୟକ୍ରମ ଭୁବନେଶ୍ୱର ତା. ୧୦.୦୪ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ ଏଲ୍‌.ଡ଼ି.ଏମ୍‌.(ଖରବୟରକ୍ସଗ୍ଦଷସକ୍ଟ୍ର ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଗସଗ୍ଦଗ୍ଦସକ୍ଟଦ୍ଭ) ସଂଯୋଜକ ମାନଙ୍କର...

ଅନୁଗୁଳରେ ତେଜିଲା ବିଜେଡି ଟିକେଟ୍ କଳି

ଭୁବନେଶ୍ୱର, 9 ଏପ୍ରିଲ - ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଅନୁଗୁଳ ଟିକେଟ କଳି । ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବକୁ ନେଇ ତାତିଛନ୍ତି...

ରାଜ୍ୟ କଂଗ୍ରେସର ନିର୍ବାଚନ ପ୍ରଚାର ପାଇଁ ଏଲ୍‌.ଇ.ଡ଼ି ଭ୍ୟାନ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟରେ ୨୪ ବର୍ଷର ନବୀନ ସରକାରଙ୍କ ଅସଫଳତା ଓ ୧୦ ବର୍ଷର ମୋଦୀ ସରକାରଙ୍କ ବିଫଳତା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଓଡ଼ିଶା...

କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର, 2 ଏପ୍ରିଲ  - କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା । ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା...

 ବିଜେପି ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା

ଚାନ୍ଦବାଲିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସମ୍ବଲପୁରରୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଭୁବନେଶ୍ବର, 02 ଏପ୍ରିଲ - ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି...