Exclusive ଓଡିଶା କଂଗ୍ରେସ ନେତ୍ରୀ ସଂଧ୍ୟା ମହାପାତ୍ରଙ୍କ ପରଲୋକ Daily Odisha August 26, 2023 ଭୁବନେଶ୍ୱର : ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ତଥା ପୂର୍ବତନ ଏଆଇସିସି ସଦସ୍ୟା ସଂଧ୍ୟା ମହାପାତ୍ରଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ଘରେ ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। Continue Reading Previous: ସମ୍ବଲପୁର ବିଶ୍ବ ବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାମରେ ଅଭିଯୋଗNext: ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫ ଟି ସଚିବଙ୍କ ସମୀକ୍ଷା ବୈଠକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ 1 min read Exclusive ଆଞ୍ଚଳିକ ବାଣିଜ୍ୟ ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ April 5, 2026 ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି 1 min read Featured Latest Updates ଓଡିଶା ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି April 5, 2026 ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ Exclusive ଓଡିଶା ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ April 4, 2026