ଭବାନୀପାଟଣା : ଆଜି କଳାହାଣ୍ଡି ଜିଲ୍ଲା ସକ୍ଷରତା ପ୍ରେରକ ସଂଘ ତରଫରୁ ବିଭିନ୍ନ ଦାବିକୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା, ସଂଘର ପ୍ରମୁଖ ଦାବି ମଧ୍ୟରେ କୌଣସି ସରକାରୀ ଅନୁଷ୍ଠାନ ସ୍ଥାୟୀ ନିଯୁକ୍ତି, ବୟସକୁ କୋହଳ କରି ବା,ପ୍ରାକ ବିଦ୍ୟାଳୟରେ ନିଯୁକ୍ତି, ମହାତ୍ମାଗାନ୍ଧୀ ପାଠାଗାର ରେ ଅଗ୍ରାଧିକାର ଭିତିରେ ନିଯୁକ୍ତି ଇତ୍ୟାଦି ୫ଗୋଟି ଦାବି ପ୍ରଦାନ କରିଛନ୍ତି ।
Related Stories
April 5, 2026
