Exclusive ଦେଶ ବିଦେଶ ଆମ ଆଦମୀ ପାର୍ଟିର ବିଧାୟକଙ୍କ ଘରେ ଇଡି ରେଡ୍ Daily Odisha October 10, 2023 ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିର ବିଧାୟକଙ୍କ ଘରେ ଇଡି ରେଡ୍ । ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ଇଡି ଦିଲ୍ଲୀର ଚହଲାସ୍ଥିତ ଖାନଙ୍କ ବାସଭବନରେ ତଲାସୀ ଅଭିଯାନ ଜାରି ରଖିଛି । Continue Reading Previous: ନିର୍ମଳା ସୀତାରମଣଙ୍କ ମରକ୍କୋ ଗସ୍ତ ଆଜିNext: କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କବାଦୀ ସଫା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ‘ନାରୀ ଶକ୍ତି ବନ୍ଦନ ଆଇନ’ ଉପରେ ସର୍ବଦଳୀୟ ବୈଠକ ଦାବି କଲା ବିରୋଧୀ, ରିଜିଜୁଙ୍କୁ ଚିଠି ଲେଖିଲେ ଖଡଗେ 1 min read Banner ଦେଶ ବିଦେଶ ‘ନାରୀ ଶକ୍ତି ବନ୍ଦନ ଆଇନ’ ଉପରେ ସର୍ବଦଳୀୟ ବୈଠକ ଦାବି କଲା ବିରୋଧୀ, ରିଜିଜୁଙ୍କୁ ଚିଠି ଲେଖିଲେ ଖଡଗେ April 4, 2026 ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ Banner Latest Updates ଦେଶ ବିଦେଶ ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ April 4, 2026 ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ Exclusive ଓଡିଶା ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ April 4, 2026