ଦେଶ ବିଦେଶ ଖରାପ ପାଗ ପାଇଁ କେଦାରନାଥ ଧାମରେ ହେଲିକାପ୍ଟରର ଜରୁରୀ ଅବତରଣ Daily Odisha October 2, 2023 ନୂଆଦିଲ୍ଲୀ : ଖରାପ ପାଗ ପାଇଁ ଟ୍ରାଂସ ଭାରତ ଏବିଏସନ୍ର ଏକ ହେଲିକାପ୍ଟରକୁ ଉତରାଖଣ୍ଡର କେଦାରନାଥ ଧାମରେ ଜରୁରୀ ଅବତରଣ କରିବାକୁ ପଡିଛିା । ଏ ସମ୍ପର୍କରେ ବିମାନନ ମହା ନିର୍ଦେଶାଳୟ ( ଡିଜିସିଏ) ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ହେଲିକାପ୍ଟରରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । Continue Reading Previous: ଟ୍ରାକରେ ବନ୍ଦେ ଭାରତ ଟ୍ରେନ୍ ଓଲଟାଇବାକୁ ଷଡଯନ୍ତ୍ର, ବିଛାଯାଇଥିଲା ପଥର ଓ ଲୁହା ରଡNext: ଆଜି ଛତିଶଗଡ ଏବଂ ତେଲେଙ୍ଗାନା ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ‘ନାରୀ ଶକ୍ତି ବନ୍ଦନ ଆଇନ’ ଉପରେ ସର୍ବଦଳୀୟ ବୈଠକ ଦାବି କଲା ବିରୋଧୀ, ରିଜିଜୁଙ୍କୁ ଚିଠି ଲେଖିଲେ ଖଡଗେ 1 min read Banner ଦେଶ ବିଦେଶ ‘ନାରୀ ଶକ୍ତି ବନ୍ଦନ ଆଇନ’ ଉପରେ ସର୍ବଦଳୀୟ ବୈଠକ ଦାବି କଲା ବିରୋଧୀ, ରିଜିଜୁଙ୍କୁ ଚିଠି ଲେଖିଲେ ଖଡଗେ April 4, 2026 ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ Banner Latest Updates ଦେଶ ବିଦେଶ ମହାରାଷ୍ଟ୍ରର ନାସିକରେ କୂଅରେ ପଡ଼ିଲା କାର୍, ଗୋଟିଏ ପରିବାରର ୬ ଜଣ ପିଲାଙ୍କ ସହିତ ୯ ଜଣଙ୍କର ମୃତ୍ୟୁ April 4, 2026 ଆମେରିକାର ଏକ ବିମାନ ମାରି ଖସାଇଥିବା ଇରାନର ଦାବି 1 min read Banner Latest Updates ଦେଶ ବିଦେଶ ଆମେରିକାର ଏକ ବିମାନ ମାରି ଖସାଇଥିବା ଇରାନର ଦାବି April 4, 2026