Featured ଅପରାଧ ପୁରୀରେ ମର୍ଡର, ଦାଦାକୁ ହତ୍ୟା କଲା ପୁତୁରା Daily Odisha October 7, 2023 ଭୁବନେଶ୍ୱର : ଜମିବାଡି ବିବାଦକୁ ନେଇ ପୁରୀରେ ମର୍ଡର । ଦାଦାକୁ ହତ୍ୟା କରିଛି ପୁତୁରା । ପୁରୀ ସଦର କଣ୍ଠପୁର ଗାଁ ମଙ୍ଗଳପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ବୀର ବରାଳ । ଘଟଣା ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି । ଏହି ଘଟଣାରେ ଅଭିଯୁକ୍ତ ପୁତୁରା ପପୁ ବରାଳକୁ ଅଟକ ରଖିଛି ପୋଲିସ । Continue Reading Previous: ହାତୀ ଆକ୍ରମଣରେ ଯୁବକ ମୃତNext: ଅନୁଗୁଳ ପାଇଁ ବିଜେଡିର ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକାକୁ ନେଇ ଗଣ୍ଡଗୋଳ 1 min read Banner Featured ରାଜନୀତି ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକାକୁ ନେଇ ଗଣ୍ଡଗୋଳ April 2, 2026 ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ 1 min read Featured ଓଡିଶା ରାଜନୀତି ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ April 1, 2026 ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡିର କହିଲା , ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର Banner Featured ଓଡିଶା ରାଜନୀତି ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡିର କହିଲା , ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର April 1, 2026