Featured ରାଜନୀତି ନଡ୍ଡାଙ୍କ ହିମାଚଳ ପ୍ରଦେଶ ଗସ୍ତ ସ୍ଥଗିତ Daily Odisha October 20, 2023 ଶିମଲା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ହିମାଚଳ ପ୍ରଦେଶ ଗସ୍ତ ସ୍ଥଗିତ ରଖାଯାଇଛି । ହିମାଚଳ ପ୍ରଦେଶ ବିଜେପି ସଭାପତି ଡକ୍ଟର ରାଜୀବ ବିନ୍ଦଲ କହିଛନ୍ତି ଯେ, ଅକ୍ଟୋବର ୨୩ରେ ଜେପି ନଡ୍ଡାଙ୍କ ହିମାଚଳ ପ୍ରଦେଶର ସୁନ୍ଦରନଗର ଆସି ଏଠାରେ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି । Continue Reading Previous: କେନ୍ଦ୍ରାପଡ଼ାରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକNext: ଗ୍ୟାରେଜ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ Banner ରାଜନୀତି କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ April 4, 2026 ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ସମସ୍ତ ୨୯୪ ପ୍ରାର୍ଥୀକୁ କଲା ଚୂଡ଼ାନ୍ତ 1 min read Banner Exclusive ରାଜନୀତି ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ସମସ୍ତ ୨୯୪ ପ୍ରାର୍ଥୀକୁ କଲା ଚୂଡ଼ାନ୍ତ April 2, 2026 ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକାକୁ ନେଇ ଗଣ୍ଡଗୋଳ 1 min read Banner Featured ରାଜନୀତି ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକାକୁ ନେଇ ଗଣ୍ଡଗୋଳ April 2, 2026