ଆଞ୍ଚଳିକ ପୋଖରୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ Daily Odisha October 14, 2023 ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡାରେ ଚାଞ୍ଚଲ୍ୟ । ଖନ୍ତାପଡ଼ା ଥାନା ଅନ୍ତର୍ଗତ ବାସୁବ୍ରହ୍ମପୁର ଗାଁ ମଙ୍ଗଳା ପୋଖରୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଗାଁ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । Continue Reading Previous: ନୟାଗଡ ଜିଲ୍ଲାରେ ବିଦୁତ୍ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କର ମୃତ୍ୟୁNext: ଅଜଣା ଗାଡି ଧକ୍କାରେ ସିକ୍ୟୁରିଟି ଗାର୍ଡ ମୃତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ Banner ଆଞ୍ଚଳିକ ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ April 4, 2026 ଭଦ୍ରକ – ଗ୍ରୀଷ୍ମ ପୂର୍ବରୁ ପାଣି ସଙ୍କଟର ଭୟ, ୯ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନାହିଁ ପ୍ରକଳ୍ପ, ୬ ହଜାର ଲୋକ ପାଣି ପାଇଁ ହେଉଛନ୍ତି ହାହାକାର,ଟାଙ୍କୀ ଅଛି ପାଣି ନାହିଁ Banner ଆଞ୍ଚଳିକ ଭଦ୍ରକ – ଗ୍ରୀଷ୍ମ ପୂର୍ବରୁ ପାଣି ସଙ୍କଟର ଭୟ, ୯ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନାହିଁ ପ୍ରକଳ୍ପ, ୬ ହଜାର ଲୋକ ପାଣି ପାଇଁ ହେଉଛନ୍ତି ହାହାକାର,ଟାଙ୍କୀ ଅଛି ପାଣି ନାହିଁ April 4, 2026 ପୁଣି ଚାନ୍ଦବାଲିରେ ଲଜ୍ଜା; ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ସାତ ମାସର ଗର୍ଭବତୀ, ୫୮ବର୍ଷୀୟ ବୃଦ୍ଧ ଗିରଫ Banner Latest Updates ଅପରାଧ ଆଞ୍ଚଳିକ ପୁଣି ଚାନ୍ଦବାଲିରେ ଲଜ୍ଜା; ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ସାତ ମାସର ଗର୍ଭବତୀ, ୫୮ବର୍ଷୀୟ ବୃଦ୍ଧ ଗିରଫ March 31, 2026