ଓଡିଶା ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର Daily Odisha September 26, 2023 1 min read ଭୁବନେଶ୍ୱର : ରାଜ୍ୟ ସରକାର ପ୍ରଫେଟ ମୋହମ୍ମଦଙ୍କ ଜୟନ୍ତୀ ପାଇଁ ରାଜ୍ୟ ସରକାର ଆଗାମୀ 28 ତାରିଖ ଦିନ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ 29 ତାରିଖ ଦିନ ଛୁଟି ରହିବ ବୋଲି ଘୋଷଣା କରାଯାଇଥିଲା । ଏବେ ଏହାକୁ ପରିବର୍ତନ କରି -ପୂର୍ବରୁ ୨୯ ପରିବର୍ତ୍ତେ ୨୮ରେ ସରକାରୀ ଛୁଟି ଘୋଷଣା କରାଯାଇଛି । Continue Reading Previous: ଆଜି ମଧ୍ୟ ଚାଲିପାରିଲାନି ବିଧାନସଭା; ପ୍ରଶ୍ନକାଳ ଓ ଶୂନ୍ୟକାଳ ହୋଇ ପାରିଲା ନାହିଁNext: ଜବରଦଖଲ ହୋଇଥିବା ଜମି ଚିହ୍ନଟ ପାଇଁ ଅପରାଜିତା ପୁଣି ଲେଖିଲେ ଚିଠି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଭଦ୍ରକ : ନାବିକ ସାର୍ଥକ ଚଳନ୍ତା ଜାହାଜରୁ ରହସ୍ୟଜନକ ଭାବେ ନିଖୋଜ,ତାଙ୍କର ସନ୍ଧାନ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡଃ ଏସ୍ ଜୟଶଙ୍କରଙ୍କୁ ଭେଟିଲେ ଭଦ୍ରକ ସାଂସଦ Banner Featured Latest Updates ଓଡିଶା ଦେଶ ବିଦେଶ ଭଦ୍ରକ : ନାବିକ ସାର୍ଥକ ଚଳନ୍ତା ଜାହାଜରୁ ରହସ୍ୟଜନକ ଭାବେ ନିଖୋଜ,ତାଙ୍କର ସନ୍ଧାନ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡଃ ଏସ୍ ଜୟଶଙ୍କରଙ୍କୁ ଭେଟିଲେ ଭଦ୍ରକ ସାଂସଦ February 7, 2026 ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ 1 min read Banner Exclusive Featured Latest Updates ଓଡିଶା ରାଜନୀତି ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ November 3, 2025 ଅମଲା ଆନ୍ଦୋଳନ ପଛରେ ବିଜେଡି- ରାଜସ୍ୱ ମନ୍ତ୍ରୀ Featured Latest Updates ଓଡିଶା ରାଜନୀତି ଅମଲା ଆନ୍ଦୋଳନ ପଛରେ ବିଜେଡି- ରାଜସ୍ୱ ମନ୍ତ୍ରୀ August 23, 2025