Featured ଓଡିଶା ସଡକ ଦୁର୍ଘଟଣାରେ ଦୁଇ ମୃତ Daily Odisha October 2, 2023 1 min read ଭୁବନେଶ୍ୱର : ଭଦ୍ରକ- କେନ୍ଦୁଝର ସୀମାନ୍ତ ବସନ୍ତିଆ ନିକଟସ୍ଥ ବିରଞ୍ଚିପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅଜଣା ଟ୍ରକ୍ ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା କାରଣରୁ ଏହି ଦୁର୍ଘଟା ଘଟିଛି । ନନ୍ଦିପଦା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । Continue Reading Previous: ସ୍ୱାସ୍ଥ୍ୟ କର୍ମଚାରୀ ବସନ୍ତ ସାହୁଙ୍କ ହତ୍ୟା ଅଭିଯୋଗରେ ଧାମନଗର ଥାନା ଆଗରେ ଧାରଣାNext: ଆରମ୍ଭ ହେଲା ବିଜେଡିର ଜନ ସମ୍ପର୍କ ଯାତ୍ରା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ Exclusive ଓଡିଶା ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ April 4, 2026 ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକାକୁ ନେଇ ଗଣ୍ଡଗୋଳ 1 min read Banner Featured ରାଜନୀତି ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକାକୁ ନେଇ ଗଣ୍ଡଗୋଳ April 2, 2026 ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ 1 min read Featured ଓଡିଶା ରାଜନୀତି ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ- ନବୀନ ପଟ୍ଟନାୟକ April 1, 2026