ଭୁବନେଶ୍ୱର : ନିର୍ଦ୍ଦିଷ୍ଟ ଘଟଣା ଯେଉଁଠି ଆସୁଛି ସରକାର ତା ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ମହିଳା ହୋମଗାର୍ଡ ଙ୍କୁ ଅଫିସର ଙ୍କ ନିର୍ଯ୍ୟାତନା ଘଟଣା ରେ ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟାରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଏହା କହିଛନ୍ତି । ଡ଼ିଆଇଜିଙ୍କ ଘଟଣା ବିଷୟରେ ଗୃହ ସଚିବଙ୍କୁ ପଚାରନ୍ତୁ ବୋଲି କହିଲେ ସେ କହିଛନ୍ତି ।