Featured ଓଡିଶା ରାଜନୀତି ଫାଇଭ୍-ଟି ସଚିବଙ୍କ ଗସ୍ତକୁ ମହିଳା କଂଗ୍ରେସର ବିରୋଧ, ଶୋଭାଯାତ୍ରା Daily Odisha August 29, 2023 1 min read ଯାଜପୁର : ଯାଜପୁର ବ୍ୟାସନଗରକୁ ଫାଇଭ୍-ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ମହିଳା କଂଗ୍ରେସ କର୍ମୀ ମାନେ କଳାଶାଢ଼ୀ ପିନ୍ଧିବା ସହ ହାତରେ ଜାତୀୟ ପତାକା ଧରି ଗୋପବନ୍ଧୁ ଛକରୁ ଶୋଭାଯାତ୍ରା କରିଛନ୍ତି । ତେବେ ବାଟରେ ଆନ୍ଦୋଳନକାରୀଙ୍କୁ ଅଟକାଇଛି ପୋଲିସ । Continue Reading Previous: ସରକାର ଖଣିଖାଦାନକୁ କମ୍ପାନୀ ହାତକୁ ଟେକି ଦେଉଛନ୍ତି – ସିପିଆଇଏମ୍ ରାଜ୍ୟ ସମ୍ପାଦକNext: ଦୁର୍ନୀତି ବିରୋଧରେ ବାଙ୍କି ଏନଏସି ସମ୍ମୁଖରେ ବିଜେପିର ଧାରଣା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ 1 min read Banner Featured Latest Updates ରାଜନୀତି ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ November 8, 2025 ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ 1 min read Banner Exclusive Featured Latest Updates ଓଡିଶା ରାଜନୀତି ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ November 3, 2025 ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ Banner Latest Updates ରାଜନୀତି ପ୍ରଚାର ସଭାରେ ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ November 3, 2025