Featured ଓଡିଶା ରାଜନୀତି ଫାଇଭ୍-ଟି ସଚିବଙ୍କ ଗସ୍ତକୁ ମହିଳା କଂଗ୍ରେସର ବିରୋଧ, ଶୋଭାଯାତ୍ରା Daily Odisha August 29, 2023 1 min read ଯାଜପୁର : ଯାଜପୁର ବ୍ୟାସନଗରକୁ ଫାଇଭ୍-ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ମହିଳା କଂଗ୍ରେସ କର୍ମୀ ମାନେ କଳାଶାଢ଼ୀ ପିନ୍ଧିବା ସହ ହାତରେ ଜାତୀୟ ପତାକା ଧରି ଗୋପବନ୍ଧୁ ଛକରୁ ଶୋଭାଯାତ୍ରା କରିଛନ୍ତି । ତେବେ ବାଟରେ ଆନ୍ଦୋଳନକାରୀଙ୍କୁ ଅଟକାଇଛି ପୋଲିସ । Continue Reading Previous: ସରକାର ଖଣିଖାଦାନକୁ କମ୍ପାନୀ ହାତକୁ ଟେକି ଦେଉଛନ୍ତି – ସିପିଆଇଏମ୍ ରାଜ୍ୟ ସମ୍ପାଦକNext: ଦୁର୍ନୀତି ବିରୋଧରେ ବାଙ୍କି ଏନଏସି ସମ୍ମୁଖରେ ବିଜେପିର ଧାରଣା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ 1 min read Banner ଓଡିଶା ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ May 15, 2026 ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା 1 min read Banner ଓଡିଶା ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା May 15, 2026 ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ 1 min read Banner Latest Updates ରାଜନୀତି ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ April 5, 2026