Banner କ୍ରୀଡା ଏସିଆନ୍ ଗେମର ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ Daily Odisha September 21, 2023 ହାଙ୍ଗଝୁ : ଏସିଆନ୍ ଗେମର ସେମିଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା କ୍ରିକେଟ ଟିମ । ମାଲେସିୟା ବିପକ୍ଷରେ ଭାରତୀୟ ଟିମ୍ ଆଜି କ୍ୱାର୍ଟର ଫାଇନାଲ ମ୍ୟାଚ ବର୍ଷା କାରଣରୁ ବିନା ଫଳାଫଳରେ ଶେଷ ହୋଇଛି । ଏହାପରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଟିମ୍ ଏବେ ରବିବାର ସେପ୍ଟେମ୍ବର 24 ତାରିଖରେ ନିଜର ସେମିଫାଇନାଲ ମୁକାବିଲା ଖେଳିବ । Continue Reading Previous: ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟୋଦୟ, ବିକ୍ରମ ଓ ପ୍ରଜ୍ଞାନକୁ ଶନିବାର କରାଯିବ ସକ୍ରିୟNext: ସେପ୍ଟେମ୍ବର ୨୪ରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ 1 min read Banner ଓଡିଶା ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ May 15, 2026 ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା 1 min read Banner ଓଡିଶା ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା May 15, 2026 ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ 1 min read Banner Latest Updates ରାଜନୀତି ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ April 5, 2026