୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

0

ଭୁବନେଶ୍ୱର, 27 ଏପ୍ରିଲ  – ଚତୁର୍ଥ ପର୍ଯ୍ୟାୟରେ ଓଡିଶାର ଆଉ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେଲକୋଇରେ ଫକୀର ମୋହନ ନାଏକଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଚମ୍ପୁଆରେ ମୂରଲୀ ମନୋହର ଶର୍ମା, ବସ୍ତାରେ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରେ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରେ ସୀମାରାଣୀ ନାଏକ, ସାଲେପୁରରେ ଅରିନ୍ଦମ ରାୟ , କେନ୍ଦ୍ରାପଡ଼ାରେ ଗୀତାଞ୍ଜଳି ସେଠୀ ଏବଂ ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି ବିଜେପି ।

Leave a Reply

Your email address will not be published. Required fields are marked *