କଂଗ୍ରେସ ୭୫ ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଲା ଘୋଷଣା

0

ଜୟଦେବ ଜେନା ଆନନ୍ଦପୁରରୁ ଓ ନିରଂଜନ ପଟ୍ଟନପାୟକ ଭଂଡାରିପୋଖରୀରୁ ଲଢିବେ

ଭୁବନେଶ୍ୱର, ୧୪ ଏପ୍ରିଲ – କଂଗ୍ରେସ ଦଳ ଆଜି ଦ୍ବିତୀୟ ପର୍ଯ୍ୟାୟରେ ତାର ୭୫ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଅତାବିରା ଆସନରୁ ଅଭିଷେକ ସେଠ, ତଳସରାରୁ ଦେବେନ୍ଦ୍ର ଭିତରିଆ, କୁଚିଣ୍ଡାରୁ କେଦାରନାଥ ବରିହା, ରେଙ୍ଗାଲୀରୁ ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁରରୁ ଦୁର୍ଗା ପ୍ରସାଦ ପାଢୀ, ରେଢାଖୋଲରୁ ଆସଫ ଅଲି ଖାନ, ଦେବଗଡରୁ ସେମ ହେମ୍ବ୍ରମ, ତେଲକୋଇରୁ ନିର୍ମଳ ଚନ୍ଦ୍ର ନାଏକ, ଘସିପୁରାରୁ ସୁବ୍ରତ ଚକ୍ର, ଆନନ୍ଦପୁରରୁ ଜୟଦେବ ଜେନା, ପାଟନାରୁ ହୃଷିକେଶ ନାଏକ, କେନ୍ଦୁଝର ଶ୍ରୀମତୀ ପ୍ରତିଭା ମଂଜରୀ ନାଏକ, ଚମ୍ପୁଆରୁ ଯଶେବନ୍ତ ନାରାୟଣ ସିଂହ ଲାଗୁରୀଙ୍କୁ ଟିକେଟ ଦିଆ ଯାଇଛି ।

ସେହିପରି ଜଶିପୁରରୁ ଶ୍ୱେତା ଚାତାର, ସାରସକଣାରୁ ରାମ କୁମାର ସୋରେନ, ରାଇରଙ୍ଗପୁରରୁ ଯୋଗେନ୍ଦ୍ର ବାନରା, ବାଙ୍ଗିରିପଶୀରୁ ମୁରଲୀଧର ନାଏକ, କରଂଜିଆରୁ ଲକ୍ଷ୍ମୀଧର ସିଂହ, ଉଦଳାରୁ ଦୁର୍ଗା ଚରଣ ଟୁଡୁ, ବାରିପଦାରୁ ବାଦଲ ହେମ୍ବ୍ରମ, ମୋରଡାରୁ ପ୍ରଭାସ କର ମହାପାତ୍ର, ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାଏକ, ରେମୁଣାରୁ ସୁଦର୍ଶନ ଜେନା, ସୋରୋରୁ ସୁବ୍ରତ ଧଡା, ସିମୁଳିଆରୁ ହିମାଂଶୁ ଶେଖର ବେହେରା, ଭଣ୍ଡାରୀ ପୋଖରୀରୁ ନିରଂଜନ ପଟ୍ଟନାୟକ, ଭଦ୍ରକରୁ ଅସିତ ପଟନାୟକ, ବାସୁବେଦପୁରରୁ ଅଶୋକ କୁମାର ଦାସ. ଧାମନଗରରୁ ରଂଜନ କୁମାର ବେହେରା, ଚାନ୍ଦବାଲିରୁ ଅମିୟ ମହାପାତ୍ର, ବିଂଝାରପୁର କନକଲତା ମଲ୍ଲିକ, ବରୀରୁ ଆରତୀ ଦେଓ. ଧର୍ମଶାଳାରୁ କିଶନ ପଣ୍ଡା, ଯାଜପୁରରୁ ସୁଦୀପ କୁମାର କର, କୋରେଇରୁ ଶ୍ରୀମତୀ ବନ୍ଦିତା ପରିଡାଙ୍କୁ ଟିକେଟ ଦିଆ ଯାଇଛି ।

ସେହିପରି ଢେଙ୍କାନାଳରୁ ସସ୍ମିତା ସିଂହଦେଓ, ହିନ୍ଦୋଳରୁ ଗୋବର୍ଧନ ଶେଖର ନାଏକ, କାମାକ୍ଷାନଗରରୁ ବିପ୍ରବର ସାହୁ, ପରଜଙ୍ଗରୁ ରଂଜିତ କୁମାର ସାହୁ, ତାଳଚେରରୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ. ଅନୁଗୁଳରୁ ଅମ୍ବିକା ପ୍ରସାଦ, ଛେଣ୍ଡିପଦାରୁ ନରୋତମ ନାୟକ, ଆଠମଲିକରୁ ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁରରୁ ପ୍ରଦୀପ ସେଠୀ, ସୋନପୁରରୁ ପ୍ରିୟବ୍ରତ ସାହୁ, ଟିଟିଲାଗଡରୁ ବିରେନ୍ଦ୍ର ବାଗ, ଖରିଆରରୁ କୋମଲ ଚରଣ ତାଣ୍ଡି, ବାଲିଗୁଡାରୁ ଉପେନ୍ଦ୍ ପ୍ରଧାନ, ବଡମ୍ବାରୁ ସଂଜୟ କୁମାର ସାହୁ, ବାଙ୍କି ଦେବାଶୀଷ ପଟ୍ଟନାୟକ, ଆଠଗଡରୁ ମେହବୁବ ଅହମଦ ଖାନ, ଚୌଦ୍ୱାର କଟକରୁ ମୀରା ମଲିକ. ନିଆଳିରୁ ଜ୍ୟୋତିରଂଜନ ମଲିକ, କଟକ ସଦରରୁ ରାମଚନ୍ଦ୍ର ଗୋଛାୟତ. ସାଲେପୁର ଉଜାମନ ଖାନ, ପାଟକୁରାରୁ ରତିକାନ୍ତ କାନୁନଗୋ, ଆଳିରୁ ଦେବସ୍ମିତା ଶର୍ମା, ପାରାଦୀପରୁ ନିରଂଜନ ନାଏକ, ତିର୍ତୋଲରୁ ହିମାଂଶ ୁଭୂଷଣ ମଲିକ, ବାଲିକୁଦା (ଏରସମା)ରୁ ନଳିନୀ ସ୍ୱାଇଁ. ପୁରୀରୁ ସୁଜିତ ମହାପାତ୍ର,ବ୍ରହ୍ମଗିରିରୁ ମିତ୍ରଭାନୁ ମହାପାତ୍ର, ଜୟଦେବରୁ ଜୟନ୍ତ କୁମାର ଭୋଇ, ଏକାମ୍ରରୁ ପ୍ରଶାନ୍ତ କୁମାର ଚମ୍ପତି, ଜଟଣୀରୁ ସନ୍ତୋଷ ଜେନା, ବେଗୁନିଆରୁ ପୃଥ୍ୱି ବଲ୍ଲଭ ପଟ୍ଟନାୟକ, ରଣପୁରରୁ ବିଭୁ ପ୍ରସାଦ ମିଶ୍ର, ନୟାଗଡରୁ ରଂଜିତ ଦାସ, କବି ସୂର୍ଯ୍ୟନଗରରୁ ବିପିନ ବିହାରୀ ସ୍ୱାଇଁ, ଖଲିକୋଟରୁ ଚିତ୍ରସେନ ବେହେରା, ଆସ୍କାରୁ ସୁରଭି ବିଷୋଇ, ହିଂଜିଳିରୁ ରଜନୀକାନ୍ତ ପାଢୀ . ବ୍ରହ୍ମପୁରରୁ ଦୀପକ ପଟ୍ଟନାୟକ, ଦିଗପହଣ୍ଡିରୁ ଶ୍ରୀଧର ଦେବ ଙ୍କୁ ଟିକେଟ ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *