ଓଡ଼ିଶା ଆସିବେ ରାହୁଲ ଗାନ୍ଧି

0

ଭୁବନେଶ୍ୱର, 22 ଏପ୍ରିଲ  – ଆସନ୍ତା ଏପ୍ରିଲ ୨୮ ତାରିଖରେ ରାହୁଲ ଗାନ୍ଧି ଓଡିଶା ଆସିବେ । ଓଡିଶାର ସାଲେପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ବୋଲି କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ସେହିପରି ମେ ୩ କିମ୍ବା ୪ ତାରିଖରେ ରାହୁଲ ଗାନ୍ଧି ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ରାୟଗଡ଼ା ଗସ୍ତ ନେଇ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *