Featured ଆଞ୍ଚଳିକ ବାଲେଶ୍ୱରରେ ସାପ ବିଷ ରାକେଟ୍ ର ପର୍ଦ୍ଦାଫାସ୍; ୨୫ ନାଗ ସାପ ଉଦ୍ଧାର Daily Odisha August 16, 2023 ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାରେ ସାପ ବିଷ ରାକେଟ୍ ର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ୨୫ ନାଗ ସାପ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ବନବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଭାବରେ ବାଲିଆପାଳ ବ୍ଳକ ପଞ୍ଚୁପାଲି ରେ ଚଡାଉ କରାଯାଇଥିଲା । ବନ ବିଭାଗ ଜଣେ ମହିଳାଙ୍କ ସମେତ 2 ଜଣଙ୍କୁ ଗିରଫ କରା ଯାଇଥିବା ଜଣା ପଡିଛି । Continue Reading Previous: ୧ ଜୁନ୍ ରୁ ୧୫ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୬୬୮.୨ ମି.ମି. ବର୍ଷା ରେକର୍ଡ଼Next: ଏକ ହଜାର ଲିଟର ଦେଶୀ ମଦ ଜବତ, ଜଣେ ଅଟକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ 1 min read Exclusive ଆଞ୍ଚଳିକ ବାଣିଜ୍ୟ ଡିଜେଲ ପକାଇବାକୁ ଅର୍ଥ ଅଭାବ, ଓଏସଆରଟିସି ର ୬ଟି ରୁଟରେ ବସ ଚଳାଚଳ ବନ୍ଦ April 5, 2026 ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି 1 min read Featured Latest Updates ଓଡିଶା ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି April 5, 2026 ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ Banner ଆଞ୍ଚଳିକ ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ April 4, 2026