Featured ଓଡିଶା ରାଜନୀତି ଫାଇଭ୍-ଟି ସଚିବଙ୍କ ଗସ୍ତକୁ ମହିଳା କଂଗ୍ରେସର ବିରୋଧ, ଶୋଭାଯାତ୍ରା Daily Odisha August 29, 2023 1 min read ଯାଜପୁର : ଯାଜପୁର ବ୍ୟାସନଗରକୁ ଫାଇଭ୍-ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ମହିଳା କଂଗ୍ରେସ କର୍ମୀ ମାନେ କଳାଶାଢ଼ୀ ପିନ୍ଧିବା ସହ ହାତରେ ଜାତୀୟ ପତାକା ଧରି ଗୋପବନ୍ଧୁ ଛକରୁ ଶୋଭାଯାତ୍ରା କରିଛନ୍ତି । ତେବେ ବାଟରେ ଆନ୍ଦୋଳନକାରୀଙ୍କୁ ଅଟକାଇଛି ପୋଲିସ । Continue Reading Previous: ସରକାର ଖଣିଖାଦାନକୁ କମ୍ପାନୀ ହାତକୁ ଟେକି ଦେଉଛନ୍ତି – ସିପିଆଇଏମ୍ ରାଜ୍ୟ ସମ୍ପାଦକNext: ଦୁର୍ନୀତି ବିରୋଧରେ ବାଙ୍କି ଏନଏସି ସମ୍ମୁଖରେ ବିଜେପିର ଧାରଣା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ Banner ରାଜନୀତି କେରଳ: ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫିଲା ଉପରେ ଆକ୍ରମଣ, ଗନମ୍ୟାନ୍କୁ ଆହତ April 4, 2026 ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ Exclusive ଓଡିଶା ନଦୀରେ ଗାଧୋଇବା ହେଲା କାଳ : ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ April 4, 2026 ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ସମସ୍ତ ୨୯୪ ପ୍ରାର୍ଥୀକୁ କଲା ଚୂଡ଼ାନ୍ତ 1 min read Banner Exclusive ରାଜନୀତି ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ସମସ୍ତ ୨୯୪ ପ୍ରାର୍ଥୀକୁ କଲା ଚୂଡ଼ାନ୍ତ April 2, 2026