ବିନୋଦିନୀ ଦେବୀଙ୍କ ବିୟୋଗ

0

ଭୁବନେଶ୍ୱର : ଆଉ ନାହାନ୍ତି ପ୍ରଖ୍ୟାତ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀ । 86 ବର୍ଷ ବୟସରରେ ଅନୁଗୁଳଠାରେ ତାଙ୍କର ପରଲୋକ ହୋଇଛି। ବିନୋଦିନୀ ଦେବୀ ଦୀର୍ଘଦିନ ହେବ ମସ୍ତିଷ୍କାଘାତରେ ଶଯ୍ୟାଶାୟୀ ଥିଲେ । ସେ ଅନୁଗୁଳଠାରେ ରହୁଥିବା ସାନପୁଅଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି । ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *