Featured

୧୯୮୫ରୁ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟରୁ ମୁଁ ଲୋକଙ୍କ ସାଙ୍ଗେ ରହିଛି, ଆଗକୁ ରହିଥିବି : ପ୍ରଦୀପ ପୁରୋହିତ

ପଦମପୁର/ଭୁବନେଶ୍ୱର : ମସିହାରେ ଯେତେବେଳେ ତତ୍କାଳିନ କଂଗ୍ରେସ ସରକାର ଖଣି ଖୋଳିବା ପାଇଁ ଗନ୍ଧମାର୍ଦ୍ଦନ ପାହାଡକୁ ଘରୋଇ ବେପାରୀଙ୍କ ହାତରେ ବିକି ଦେଇଥିଲା ସେବେଠାରୁ ଗନ୍ଧମାର୍ଦ୍ଦନ, ବାବ...

ସ୍ୱାମୀ ମଦ ପିଇବାକୁ ବାରଣ କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ

ମାଲକାନଗିରି-ପତ୍ନୀଙ୍କୁ ମଦ୍ୟପାନ କରିବାକୁ ବାରଣ କରିବାରୁ ପତି - ପତ୍ନୀଙ୍କ ମଧ୍ୟରେ ଝଗଡା । ଶେଷରେ ବିଷ ପିଇ ଆତ୍ମହତ୍ୟା କଲେ ପତ୍ନୀ । ଏମିତି ଘଟଣା...

ବରଗଡ ଏସପି କଣ ବିଜେଡି ପାଇଁ କାମ କରିବା ନିଷ୍ପତି ନେଇଛନ୍ତି କି? : ଜୟ ନାରାୟଣ ମିଶ୍ର

ପଦମପୁର/ଭୁବନେଶ୍ୱର : ଲଗାତାର ତିନି ଦିନ ହେଲାଣି ଆମେ ଦେଖୁଛୁ ବରଗଡ ଏସପିଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ପୋଲିସ ବିଜୁ ଜନତା ଦଳକୁ ସୁହାଇଲା ଭଳି କାର୍ଯ୍ୟକଳାପ...

ଆନ୍ଦୋଳନରତ ଶିକ୍ଷକଙ୍କ ସହ ସଚିବ କରିଛନ୍ତି ଆଲୋଚନା,ଆଲୋଚନା ପାଇଁ ଦ୍ୱାର ବନ୍ଦ ହୋଇ ନାହିଁ – ମନ୍ତ୍ରୀ

ଭୁବନେଶ୍ୱର– ବାଚସ୍ପତି ସରକାରଙ୍କୁ ଆନ୍ଦୋଳନରତ ଶିକ୍ଷକ ମାନଙ୍କ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦେଶ ଦେବା ପରେ ଶିକ୍ଷା ବିଭାଗର ସଚିବ ଆନ୍ଦୋଳନରତ ଶିକ୍ଷକ...

ପଦ୍ମପୁର ଉପନିର୍ବାଚନ:ଆଜିଠାରୁ ୩ ଦିନିଆ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଦମପୁର/ଭୁବନେଶ୍ୱର,୨୮ ନଭେମ୍ବର - ଆଜିଠାରୁ ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ପାଇଁ ୩ ଦିନିଆ କାର୍ଯ୍ୟକ୍ରମରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ

ପୁରୀରେ କୁଲତା ସମାଜର ଧର୍ମଶାଳା ପାଇଁ ରାଜ୍ୟ ସରକାର ଜମି ଓ ଆର୍ôଥକ ସହାୟତା ଯୋଗାଇଦେବେ ୧ ବର୍ଷ ଭିତରେ ଶେଷ ହେବ ଧର୍ମଶାଳା ଭୁବନେଶ୍ୱର :...

ବିଜେଡି ସପକ୍ଷରେ କାର୍ଯ୍ୟ କରୁଛି ପୋଲିସ ଓ ପ୍ରଶାସନ

- ସିଇଓଙ୍କଠାରେ ଫେରାଦ ହେଲା ବିଜେପି ଭୁବନେଶ୍ୱର, 28 ନଭେମ୍ବର  - ପଦ୍ମପୁର ଉପନିର୍ବାଚନ ଜିତିବା ଲାଳଶାରେର ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ହିଂସ୍ର...

ଲୋଏର ପିଏମ୍ଜିରେ ୧୧ତମ ଦିବସରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ୱର, 28 ନଭେମ୍ବର - ରାଜ୍ୟର ଚାଷୀ ଭାଇ ଓ ଭଉଣୀମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ସଠିକ ମୂଲ୍ୟରେ ଏବଂ ବ୍ୟବସ୍ଥିତ ଭାବେ ବିକ୍ରି କରିବା ପାଇଁ...

ଶିକ୍ଷକ ଓ ଅନ୍ୟ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଶିକ୍ଷକ ମାନଙ୍କ ସହ କଥାବାର୍ତା କାହିଁକି କରୁ ନାହାନ୍ତି ରାଜ୍ୟ ସରକାର - ନରସିଂହ ମିଶ୍ର ଶିକ୍ଷକ ଆନ୍ଦୋଳନ ବେଳେ ଗଣ ଶିକ୍ଷା ମନ୍ତ୍ରୀ ନିର୍ବାଚନ ପ୍ରଚାରରେ...

ରାଜ୍ୟର ୯ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା : ସେମିଳିଗୁଡାରେ ସର୍ବନିମ୍ନ ୫.୬ ଡ଼ିଗ୍ରୀ

ଭୁବନେଶ୍ଵର, ୨୮ ନଭେମ୍ବର - ରାଜ୍ୟର ୯ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ରହିଛି ରାତ୍ରି ତାପମାତ୍ରା । ରାତ୍ରୀକାଳୀନ ତାପମାତ୍ରାରେ ହ୍ରାସ ଯୋଗୁଁ ରାଜ୍ୟର ଅଧିକାଂଶ...

କୋର୍ଟରେ ହାଜର ହେବା ପରେ ଜେଲ ଫେରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର :ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ବୁଧବାର ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନା ନାଗକୁ ଝାରପଡ଼ା ଜେଲ୍ ...

ଲାଞ୍ଚ ନେଇ ଭିଜଲାନ୍ସ ଦ୍ବାରା ଗିରଫ ହେଲେ ବରିଷ୍ଠ କିରାଣୀ

ଜୟପୁର, ୨୭ ସେପ୍ଟେମ୍ବର - ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲ କାର୍ଯାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳେଇ। ଜଣେ...

ଏସ୍‌ଏଚ୍‌ଜି ମା ମାନଙ୍କୁ ଅପମାନିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ପ୍ରଚାର ଚାଲିଥିବା ବେଳେ ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଣେ ମହିଳାଙ୍କ ମୁହଁ...

ଆଇଟି ପ୍ରଫେସନାଲ କଂଗ୍ରେସରେ ମିଶିଲେ ଷ୍ଟାଲିନ ମିଶ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଇଟି ପ୍ରଫେସନାଲ ତଥା ଯୁବନେତା ଡଃ ଷ୍ଟାଲିନ ମିଶ୍ର ବୁଧବାର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ୨୪,ଆକବର ରୋଡରେ ଓଡିଶା ପ୍ରଭାରୀ ଡକ୍ଟର ଏ ଚେଲ୍ଲାକୁମାରଙ୍କ...