ପୁଲିସ – ମାଓବାଦୀ ଗୁଳି ବିନିମୟ : ଦୁଇ ମହିଳା ମାଓବାଦୀ ମୃତ

0

ବଲାଙ୍ଗୀର, ୨୪ ନଭେମ୍ବର – ଗନ୍ଧମାର୍ଦ୍ଧନ ପାହାଡ଼ ନିକଟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଏଥିରେ ଦୁଇ ମହିଳା ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ବନ୍ଧୁକ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।

ସୂଚନା ଅନୁସାରେ, ଆଜି ସକାଳେ ଏସଓଜି ଓ ଡିଭିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି।

Leave a Reply

Your email address will not be published. Required fields are marked *