Banner ରାଜନୀତି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେପିରେ ସାମିଲ ହେଲେ Daily Odisha March 3, 2024 ଭୁବନେଶ୍ୱର, 03 ମାର୍ଚ – ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେପିରେ ମିଶିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ କା୍ର୍ଯକ୍ରମରେ ସେ ପାର୍ଟୀରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ଉଲ୍ଲେଖନୀୟ ଯେ ଶ୍ରୀ ଢାଲି ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । Continue Reading Previous: ଢେଙ୍କାନାଳରେ ପଥରରେ ଛେଚି ଯୁବତୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କଲା ବିଜେପିNext: ତାଳଚେର ତେଲିସାହିରେ ସାମାଜିକ ପ୍ରକଳ୍ପ ଗୁଡିକର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ 1 min read Banner ଓଡିଶା ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ May 15, 2026 ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା 1 min read Banner ଓଡିଶା ବିସ୍ଥାପିତଙ୍କ ନ୍ୟାୟ ଅଧିକାର ଦାବୀରେ କଂଗ୍ରେସର ବିସ୍ଥାପିତଙ୍କ ରଣ ହୁଙ୍କାର ଗଣଧାରଣା May 15, 2026 ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ 1 min read Banner Latest Updates ରାଜନୀତି ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ April 5, 2026