ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଫେରିଲେ

0

ଭୁବନେଶ୍ୱର, ୦୮ ମାର୍ଚ – ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନ ଆଜି ଦିଲ୍ଲୀରୁ ପ୍ରତ୍ୟାବର୍ତନ କରିଛନ୍ତି ।

ଗତକାଲି ସେମାନେ ସଂଧ୍ୟାରେ ଦିଲ୍ଲୀ ଯାଇ ଥିଲେ । ମେଣ୍ଟ ସଂପର୍କରେ ଆଲୋଚନା ପାଇଁ ସେମାନେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଥିଲା ।ରାଉରକେଲାରେ ଓଲଟିଲା ପିକଅପ ଭ୍ୟାନ, 3 ମୃତ, 13 ଆହତ

Leave a Reply

Your email address will not be published. Required fields are marked *